A Stanza of my new Odia poem (Our Moon)
-------------------------------------------------
ଆସ ଆମ ଚାନ୍ଦକୁ ଛୁଇଁଵା
ତାଠୁଁ ତୋଳି ଆଂଜୁଳା ଆଂଜୁଳା ଜୋଛନା
ମନ ଅଗଣାରେ ଆସ ପାରିଦେବା;
ବସି ବାଡିପଟ ଵଉଳ କୁଂଜରେ ଆସ ବଖାଣିବା
କେମିତି ଆଗରୁ
ନଡିଆ ପତର ଫାଂକରେ ଜହ୍ନ ଦିଶୁଥିଲା !
------------------------------
Let's go and touch our moon;
Harvest hands-full of it cool.
Let's fill our backyards
And decorate the grooves ,
The grooves of of Bakuls;
Narrate the twinkles and blinks
And peeps of the past through
the shining leaves-
The leaves of front-yard coconut trees!
-----------------------------------------
Hrushikesha Mohanty
7 comments:
ବହୁତ ସରଳ , ସୁନ୍ଦର ଭାବନାଟିଏ...!
ରୁହନ୍ତୁ ମୁଁ ଗୋଟିଏ ଦୁଇଟା ସମ୍ପ୍ରୟୋଗ ଦିଏ ଏଇ ଜହ୍ନ ଉପରେ...
https://www.facebook.com/photo.php?fbid=284885741603164&set=a.284885451603193.62393.164852313606508&type=3&theater
ଆଉ ଗୋଟିଏ ପିଲାଦିନକୁ ନେଇ ଲେଖିଥିଲି ପୁଣି ପୁଷ୍ପାଞ୍ଜଳି ପୃଷ୍ଠାରେ କେବେ ପ୍ରକାଶ କରିବି ନିଶ୍ଚୟ ।
ଏବେ ଏଇମିତି ଦୁଇଧାଡ଼ି ମନକୁ ଆସିଲା,
ଏଣୁ ଲେଖୁଛି...
ଦୁଇ ଧାଡ଼ି...!!!
ଛୁଇଁଚି ଜହ୍ନକୁ ଶୀତଳତା ସାଥେ ତା’ର ,
ଛୁଇଁଚି ମୋ ମନ ଗହନକୁ ସେ କେତେଥର।
ଛୁଇଁଚି ତା’ ଦେହର କଳଙ୍କ ଅସୁମାରୀ,
ଛୁଇଁଚି ସେ ମୋ ମନର କ୍ଷତକୁ ଉଖାରି।
ଛୁଇଁଚି ପ୍ରିୟାକୁ ମୋର ଜହ୍ନ ଆଲୁଅରେ,
ଛୁଇଁଚି ଜହ୍ନ ମୋ ବୁକୁ ପ୍ରିୟା ଯେବେ ଝୁରେ।
ଛୁଇଁଚି ଜହ୍ନ ସେ ମୋତେ ମୁଁ ଛୁଇଁଚି ତା’କୁ
ଛୁଇଁଚି ମୁଁ ସେଇ ଛୁଆଁଛୁଇଁରେ ପ୍ରିୟାକୁ...!
-ପ୍ରଭୂ (Prashanta Kumar Bhuyan)
namaskar agyan...bahut bhala heichi
lovely lines. thanks
agya, apananku ta kahithili..........padhilaa pare mana taa ete suaadiaa heijaae je, kicchi kahibaaku shabda na thaae....
Ati sundara..
Very nice visualisation. Excellent.
Post a Comment