------------------------------
କାମିନୀ ହୋଇଣ ଥିଲେ ମାନିନୀ, ପୁତ୍ରହରା ହୋଇଥିଲେ ଜନନୀ
ଧନହରା ଯେବେ ହୁଅଇ ରଂକ, ସତୀ ନାରୀର ରଟିଲେ କଳଂକ
ଭୋକ ଶୋଷରେ ଯେ ହୁଏ ଆକୁଳ, ରୋଗରେ କଷ୍ଟ ପାଏ ଯିଏ ନର
ଅପାଠୁଆ ଚାଟ ଗୁରୁ ଆଗରେ, ନୀତି ମୁଲିଆ ଯେ ଝଡି ପାଗରେ
ଏମାନଂକ ମୁଖେ ହରଷ ନାହିଁ , ପହଳି ପ୍ରବନ୍ଧେ ଦନେଇ କହି |
--------------------Eng.------
Mystic it's as Daniel tells as girl friend turns egoistic
Pain reins on :
No son to a mother, poor longing for wealth
Woman for rumor , man for thirst and hunger,
Diseased for pain, uninterested one in class and
Labourer in cyclone go wageless alone
Daniel tells how can there be laughter shown !
------------------------------
ଉଦ୍ଧୃତ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
------------------------------
1 comment:
Apriya Satya.
Post a Comment