Tuesday, October 26, 2021

||| ANIRDHARITA |||

Hrushikesha Mohanty; Anirdharita; Sagarika; Aug-Oct.2021, pp142-145. Odia story on Sagarika Odia lieterary magazine Durga Puja Edition welcomes you at

14 comments:

Anonymous said...

ସାର୍ ନମସ୍ତେ🙏
ଭଲରେ ପଢିଲି ।
ଗଳ୍ପଟି ବହୁତ ଉପାଦେୟ ବାର୍ତ୍ତା ବହନ କରୁଛି ।
ଅନେକ ଦିନ ଧରି ମୁଁ ମଧ୍ୟ ଏଥିରେ ଦୁଇଟି ଜୀବନଶୈଳୀ ଉପରେ ଗବେଷଣା କରିସାରି ଯେଉଁ ନିଷ୍କର୍ଷରେ ପହଞ୍ଚି ଥିଲି ଆପଣ ତାହାହିଁ ପ୍ରତିପାଦନ କରିଥିବାରୁ ମୁଁ ବହୁତ ଆତ୍ମସନ୍ତୋଷ ପାଇଲି ।
ତଦନୁସାରେ କୃତଜ୍ଞତା ଜ୍ଞାପନ କରୁଛି ।
ଦୁଇଟି ଯାକ ଚର୍ଯ୍ୟା ପରସ୍ପର ନିବିଡ଼ ଭାବେ ପରିପୂରକ ଏବଂ ପାରସ୍ପରିକତା ହିଁ ଜୀବନକୁ ଭଲରେ ଜିଇଁବାର ସୁବିଧା କରିଥାଏ ।
Corporater ମାନେ ମଧ୍ୟ ଏହି ପ୍ରତିପାଦନକୁ ଭଲଭାବରେ ବୁଝିଲେ ନିଜ ନିଜ ଉଦ୍ୟୋଗ ଓ ଘର ପରିବାର ଭଲରେ ଚାଲିପାରିବ ବୋଲି ମୋର ବ୍ୟକ୍ତିଗତ ମତ ।
ଅନେକ ଧନ୍ୟବାଦ ମହୋଦୟ ।

Anonymous said...

Amit Urmi nkar tela luna samsara ete sunder bhabe agei chaluthila padhi mana hrudaya khusi hoigala. ATI sunder ramya rachana a model family resembles somewhat mine.

Anonymous said...

ଆମନ୍ତ୍ରଣକୁ ସ୍ଵୀକାର କରି ପଢିଦେଲି । ଖୁବ୍ ଭଲ ଲାଗିଲା ଗଳ୍ପଟି ।ମୋ ମତରେ ସଵୁ ଅନିର୍ଦ୍ଧାରିତ କାମ ହିଁ ଵିଧି ନିର୍ଦ୍ଧାରିତ ।ସବୁଠୁ ମଜା କଥା , ଆପଣଙ୍କ ଗଳ୍ପ ଶେଷରେ ଥିବା ଯେଉଁ 'ଘର' ଗଳ୍ପର ଅଵଶିଷ୍ଟାଂଶ ରହିଛି , ସେଇଟି କାର୍ତ୍ତିକ ସ୍ବାଇଁଙ୍କର । ତାଙ୍କ ଠିକଣାରୁ ମୁଁ ଜାଣିଦେଲି ।ଆସନ୍ତା ଥରକୁ ମୋ ପତ୍ରିକା ପାଇଁ ଆପଣଙ୍କ ଲେଖା ଅପେକ୍ଷାରେ ।

Anonymous said...

Looks like it is your own story. Enjoyed reading.

Anonymous said...

ଗପ ବହୁତ ସୁନ୍ଦର ହୋଇଚି। ଏକାଥରକେ ଆରମ୍ଭ କରି ଶେଷ କଲି। ଆପଣଙ୍କୁ ଗାଳ୍ପିକ ଭାବରେ ଦେଖି ଖୁସି ଲାଗିଲା। 👌

Anonymous said...

Ebe padhili.
Chamatkar galpa tie.
Bhasha bahut ucha kotira with all contemporary inputs.
Bichara Amit.
Bahut loka sei nirdharita paridhi re rahi jiban re bahut kasta paanti.
Galp ti re Urmi charitra ra upastapana bahut mana mugdhokar hoichi bisheh kari prekhyalaya re.

Anonymous said...

I read the story very calmly and felt the warmth of the writing.
This story resembles many such family stories in real life. I can upto a certain extent, relate this with my parents conjugal life.
Also, this must have been penned as a story with some real instances of your own life.
Kindly tell Madam to read this.
Towards the end, the feelings shared by the couples was really mesmerizing.
Beautiful story and the couples' names sound familiar now. Basically, URMI is a beautiful name
Kind Regards

Anonymous said...

Bahut bhala lekhichanti sir
Superb!!

Anonymous said...

ସାର୍ , ନମସ୍କାର ।
ଲେଖାଟି ବାସ୍ତବରେ ବହୁତ ସୁନ୍ଦର ହୋଇଛି ।
ମୋହର ତଥା ମୋ ପରି ଦୈନନ୍ଦିନ ର କାର୍ଯ୍ୟକ୍ରମ ସାରଣୀର ପୁରା ଟାଇଟ ସିଡ୍ୟୁଲ କୁ ଏଠାରେ ପାଇଲି । ଯେପରି ମୁଁ ଦୈନଦିନ ଭୋର ୦୫ ଟା ରେ ବିଛଣା ଛାଡ଼ିବା ଏବଂ ରାତ୍ରୀ ୧୧:୩୦ + ରେ ପୁନଶ୍ଚ ବିଛଣା କୁ ଯିବା ଭଳି କଥା ଆଲୋଚ୍ୟ ସହର / ନଗରୀର ଡ଼େଲି ଡ଼େଲି ର ତେଲଲୁଣ ବିଶ୍ଳେଷଣ ର ଅନ୍ୟ ଏକ ବିଜି ବିଜି ର କଥା ଏକ ଅନନ୍ୟ ଭାଇଚାରା ଯାହା ବ୍ୟକ୍ତି ଏବଂ ନିଅଣ୍ଟିଆ ସମୟ ମଧ୍ୟରେ ।
ସମୟ କୁ ନେଇ ପୁଜା ।
ଜୟ , ଜଗନ୍ନାଥ ।
ସାର୍ , ନମସ୍କାର ।

Anonymous said...

ସାର୍ ନମସ୍କାର🙏। ସବୁ କିଛି ନିର୍ଧାରିତ କିନ୍ତୁ ଆମ ଅଗୋଚରରେ ।

Anonymous said...

A textual movie. I will try to translate all such stories of yours into English someday and make a compilation of your selected short stories and publish it with your permission.😊🙏🏻

Anonymous said...

ସାର ବହୁତ ଭଲ ହେଇଛି. ଏତେ ସୁନ୍ଦର ଲେଖା କେବେ ସମୟ ହେଇନି ମୋତେ ପଢିବା ପାଇଁ ଆଗରୁ .ଓଡିଶା ବାହାରେ ରହି ଭି ଆପଣଙ୍କ ଭାଷା ସହ ଏତେ ମାତ୍ରା ରେ ଭଲ ପାଇବା ମୋତେ ବହୁତ ଅନୁପ୍ରାଣିତ କରିଛି.ଭୁଲି ଯାଇଥିବା ମୋର ଓଡ଼ିଆ ଭାଷା କୁ ମୁଁ ଭି ଆଜି ଆପଣଙ୍କ ଲେଖା ମାଧ୍ୟମରେ ପୁଣି ବହୁତ ଭଲ ପାଉଛି.🙏🙏

Anonymous said...

ଆଜ୍ଞା, 'ଅନିର୍ଦ୍ଧାରିତ' ପଢ଼ିଲି।
ସାଂସାରିକ ଜୀବନର ଆନନ୍ଦ ଉଚ୍ଛ୍ୱାସ ତଥା ଜଞ୍ଜାଳ ଯାତନା ମଧ୍ୟରେ ପ୍ରବହମାନ ଦାମ୍ପତ୍ୟର ସୁନ୍ଦର ଚିତ୍ରଣ କରିଛନ୍ତି ଆପଣ। ଆପଣଙ୍କ ଗଳ୍ପ ଭିତରେ ପାଇଲି ବୃତ୍ତିମନସ୍କ ପୁରୁଷ ଓ ଆପଣାର ପରିବାରକୁ ପୃଥିବୀର ପରିସୀମା ମଣୁଥିବା ସଂସାରମନସ୍କ ନାରୀ ମନସ୍ତତ୍ୱର ଏକ ଅଭିନବ ସମନ୍ୱୟ।
ମୋ ବିଚାରରେ ସଫଳ ଗଳ୍ପ ହେଉଛି ତାହା, ଯାହା ପଢୁ ପଢୁ ଲାଗେ ଯେମିତି ମୋ କଥାଟି କୁହାଯାଇଛି।
ଆପଣଙ୍କ ଲେଖନୀର ଅନ୍ୟ ଏକ ଦିଗନ୍ତ ସହ ପରିଚିତ ହୋଇ ମୁଗ୍ଧ ହେଲି। ଜଣେ ସତୀର୍ଥ ଭାବେ ଆପଣଙ୍କ ସୃଜନର ଉତ୍ତରଣ କାମନା କରୁଛି। ଅତୀତରେ ପ୍ରାୟ ବାରବର୍ଷ ତଳେ ବାଲେଶ୍ଵରର ସାରସ୍ୱତ ଦମ୍ପତି ସୃଷ୍ଟିଧର ବାବୁ ଓ ସୈରୀନ୍ଧ୍ରିଙ୍କ ଅନୁରୋଧ କ୍ରମେ 'ସାଗରିକା' ଓ 'ଧ୍ୱନି ପ୍ରତିଧ୍ୱନି'ର ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲି।
ଭଲରେ ଥାଆନ୍ତୁ। ପ୍ରଣାମ।

Anonymous said...

Heart touching feelings. Waiting for me😊