Wednesday, January 19, 2022

||| Gana-Chahat |||

12th Jan. '22 MoKatha on www.nirvaynews.com Gana-Chahat welcomes you for view and review. Thanks in advance hm

2 comments:

Anonymous said...

Last part of the second para is such a poetic expression with bhajana style! 14 th line is it 'mahima'? I will check again. I loved the Direct attack at first line last para, ' ଗୋଷ୍ଠି ସ୍ବାର୍ଥ' , very true. Ending punch line is terrific. True visionary article. But you amaze with smooth lucid language, and never miss to put our analogue mythology to current hot happening like panchayat elections😁😁, I will read again this article in fb . A analytical view by a prof, could be scary thing for political eyes🤪, but I enjoy every bit of it as a common man🙏

Anonymous said...

ଆଜ୍ଞା ସାର୍ ନମସ୍ତେ 🙏
ଡଃ କାଲାମ PURA ନାମକ ଏକ ଯୋଜନା ପ୍ରସ୍ତୁତ କରି ସମସ୍ତ ବ୍ଲକ୍ କେନ୍ଦ୍ରକୁ ପଠାଇ ଥିଲେ । ସେଥିରେ ପ୍ରତି ସହର ଚତୁର୍ଦ୍ଦିଗର ... କିଲୋମିଟର ଭିତରେ ଥିବା ସମସ୍ତ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା କରିବାକୁ ବ୍ୟବସ୍ଥା ଥିଲା ।
ତାହା କାର୍ଯ୍ୟକାରୀ କରାଗଲା ନାହିଁ ।
ଆପଣଙ୍କ ଲେଖାରେ ଛୋଟ ଛୋଟ ସହର ଗଠନର ପରାମର୍ଶ ଦିଆଯାଇଛି । ଏହା ଗ୍ରାମାଞ୍ଚଳକୁ ସ୍ବାବଲମ୍ବୀ କରିବା ଦିଗରେ ବିଶେଷ ସଫଳତା ଆଣିପାରିବ ।
ମୂଲ୍ୟବାନ ଲେଖାଟିଏ ।
ଅନେକ ଅନେକ ଧନ୍ୟବାଦ ସହ ନମସ୍ତେ ।