Tuesday, April 5, 2022

||| DIBASA BRUTHA |||

6th April '22 www.nirvaynews.com MoKatha welcomes your view and review on

8 comments:

Anonymous said...

Sir Namaskar. ଚମତ୍କାର ଉପସ୍ଥାପନା. 🙏

Anonymous said...

ସମସ୍ତେ ଏହା ଜାଣିଛନ୍ତି ଯେ ବର୍ତ୍ତମାନ କାହିଁକି ଏପରି ଅବସ୍ଥା

Hrushikesha Mohanty said...
This comment has been removed by the author.
Anonymous said...

ଯିଏ ଧ୍ୟାନ ଦେବା କଥା ସିଏ ତାମିଲ ସହାୟକ ର କବ୍ଜା ରେ . ଲୋକମାନେ ମଧ୍ୟ ମାଗଣା ଖାଇ ନିଜର ଅସ୍ତିତ୍ବ ହରାଇଲେଣି

Anonymous said...

ପଖାଳ କଂସା ରୁ ନବୀନା -ପଖାଳ ଖାଇ ପାରିଲା ନାହିଁ। ତଥାପି ଓଡ଼ିଆ ମାନେ ଖୁସି😂

Anonymous said...

Nice article . Odiyami needs people to emerge from their stupor.

Anonymous said...

Last line ରେ ମୋ କଥା ର ସାରାଂଶ ରହିଗଲା l ହତଭାଗ୍ୟ ଆମେ ମାନେ... ଆମର ଶିକ୍ଷା ବ୍ୟବସ୍ଥାର ଦୃଷ୍ଟି କୋଣ.. ଲକ୍ଷ୍ୟ ହେବାରେ ଥିଲା,ଓଡ଼ିଆ ଭାବେ କଣ କଲେ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଵା ଓଡିଶା ନାମ ରଖି ପରିବା କିନ୍ତୁ ଦୃଷ୍ଟି କୋଣ ଦିଆଗଲା ଉତ୍କଳ ଦିବସ ଦିନ ଗୋଟିଏ ଦିନ,ଓଡ଼ିଆ ଭାବେ ଓଡିଶା ଗୁଣ ଗାନ କରି ସନ୍ତୁଷ୍ଟ ହେବା... ଯାହାକି ବୃଥା ସମୟ /ଯଥାର୍ଥ ବୃଥା ଦିବସ

Anonymous said...

ଓଡ଼ିଆ ଅସ୍ମିତା ର ପୁନରୁଦ୍ଧାର ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି। ସରଳ ଓ ପଙ୍ଖାନୁପଙ୍ଖ ଆଲୋଚନାରେ ସମସାମୟିକ ଓଡ଼ିଶାର ବଜାର ଓ ରୋଜଗାର କଥା କହିଛନ୍ତି। ମୋ ' କଥା କୁ ଧନ୍ୟବାଦ ଜଣାଉଛି 🌸💐🙏