Saturday, July 2, 2022

||| Bahuda |||

4 comments:

Anonymous said...

ଭାଇ! ଲେଖା ଦୁଇଟି ପଢିଲି, ସୁନ୍ଦର ଓ ସମୟପୋଯୋଗୀ ହୋଇଅଛି। ସେଥିପାଇଁ ବହୁତ ବହୁତ ଶୁଭେଚ୍ଛା। 💐💐

Anonymous said...

ଗ୍ରାମୀଣ ଶବ୍ଦ ଓ ଭାଷା ସାଂଗକୁ ଆଧୁନିକ କଳା କୌଶଳ ର ପ୍ରୟୋଗ ପାଠକ କୁ ଚିନ୍ତା କରିବାକୁ ସୁଯୋଗ ଦେଉଛି।

Anonymous said...

Bayasa badhile mirror dekhibaku mana
Sahari jiban re gruhasti nahin
Sarakari Jana Mangala Bhagabata
Sabu jibaku pheriba
Bayasa badhile sata michha duhen jaanla Bhai
Ati Sundar abhibyakti Ghara Bahuda pain👍👍

Anonymous said...

ହସି ହସି ପେଟ ଦରଜ । ଆଉ କାଇଁ ବାହୁଡା । ଯିଏ ଯୁଆଡେ ଗଲା ଲାଖିଲା । ଯାଗା କିଣି ଘର କଲା ନହେଲେ ଘର କିଣି ରହିଲା । କଟିକିଆ ସମ୍ବଲପୁରିଆ ହେଲେ ଆଉ ସମ୍ବଲପୁରିଆ କୋଶଳିଆ ବିବାଦ ଛାଡି କଟକିଆ ନହେଲେ ଭୋବନିସରିଆ ହେଲେ । ଗାଆଁ ପଦା ହେଲା । ଏଣିକି ଗାଆଁରେ ବିଲୁଆ ଡେଇଁବ । ଖୁବ୍ ମନକୁ ଛୁଇଁଲା ଆଲେଖ୍ୟଟି ।