Friday, May 3, 2013
Looking ahead to infinite stretch
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
Looking ahead to infinite stretch ........ Our daughter Anwesha
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
Looking ahead to infinite stretch ........ Our daughter Anwesha
ବିସମ ପାଁଚଟି
ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
ବାଛୁରୀ ଜନମ ଜଟିOdia Sayings .... Need Odia font to read .... in English too.
------------------------------
ବାତ ଧରା କଟି
ଖଣ୍ଟ୍ ସାହି ପାଖ ଚଟି
ବାଇ ଡଂକ ଲାଟି
ଘର ପାଖ ମଦ ଖଟି
ବୋଲେ ଦନାଇ ବିସମ ପାଁଚଟି
------------------------------
Disastrous when ...
A calf is born with jati (a muscle growth on back)
A calf is born with jati (a muscle growth on back)
A rheumatic waist
a house near thieves dens
a creeper that itches
and a pub near a house
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.
Thursday, May 2, 2013
No Use
ଆଜି ର ଢଗ
Odia Sayings .... Need Odia font to read .... Meaning in English.
.............................. .............................. .............................. .........
ଶାଠ ନଥାଇ ପାଠ, ମଂଜ ନଥାଇ କାଠ
ନାହା ନଥାଇ ଘାଟ, ହେତୁ ନଥାଇ ଚାଟ
ବିର ନଥାଇ ଥାଟ , ଲୋକ ନଥାଇ ନାଟ
ବୋଲେ ଦନାଈ ସବୁ ଅପାଠ
Degree without skills,
Log without kernel,
Boat without river port
Pupil without sensitivity
Warrior without courage
Play without audience ....
Are of no use
Odia Sayings .... Need Odia font to read .... Meaning in English.
..............................
ଶାଠ ନଥାଇ ପାଠ, ମଂଜ ନଥାଇ କାଠ
ନାହା ନଥାଇ ଘାଟ, ହେତୁ ନଥାଇ ଚାଟ
ବିର ନଥାଇ ଥାଟ , ଲୋକ ନଥାଇ ନାଟ
ବୋଲେ ଦନାଈ ସବୁ ଅପାଠ
Degree without skills,
Log without kernel,
Boat without river port
Pupil without sensitivity
Warrior without courage
Play without audience ....
Are of no use
Match
ଆଜିର ଢଗ
Odia Sayings .... Need Odia font to read .... Request an English Version Any Pl???.
------------------------------
ବାଂକ ସିଝୁ ପହିକୀ
ଖୁରୁଡ ନଡିଆ ଖଇକି
ପଖାଲ ଭାତ ଦହିକି
ବଡ ବଳଦ ମଇକି
କାଗଜି ପତର ଅଇକି
ଚୁଂଗୁଡି ଶୁଖୁଆ ପୋଇକି
ଦନାଇ ବଚନ ଛଇକି |
------------------------------
ଅଇକି (ବାନ୍ତି)
ମଇକି (ବିଲ କାଦୁଅ ସମତୁଲ କରିବା ପାଇଁ ମଇ ଦିଆ ଯାଏ,
ଧାନ ରୋଇବା ପୁର୍ବରୁ )
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.
Odia Sayings .... Need Odia font to read .... Request an English Version Any Pl???.
------------------------------
ବାଂକ ସିଝୁ ପହିକୀ
ଖୁରୁଡ ନଡିଆ ଖଇକି
ପଖାଲ ଭାତ ଦହିକି
ବଡ ବଳଦ ମଇକି
କାଗଜି ପତର ଅଇକି
ଚୁଂଗୁଡି ଶୁଖୁଆ ପୋଇକି
ଦନାଇ ବଚନ ଛଇକି |
------------------------------
ଅଇକି (ବାନ୍ତି)
ମଇକି (ବିଲ କାଦୁଅ ସମତୁଲ କରିବା ପାଇଁ ମଇ ଦିଆ ଯାଏ,
ଧାନ ରୋଇବା ପୁର୍ବରୁ )
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.
Veer Bhangi
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
Just fight it out .... Veer Bhangi (Kuchipudi)
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
Just fight it out .... Veer Bhangi (Kuchipudi)
Wednesday, May 1, 2013
22 Steps
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
The 22 Steps leading to Sri Jagannath Mahaptabhu
at His abode in Hyderabad, Banjara Hills.
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
The 22 Steps leading to Sri Jagannath Mahaptabhu
at His abode in Hyderabad, Banjara Hills.
Subscribe to:
Posts (Atom)