Sunday, June 21, 2020

||| Karona- Malika |||

କରେନା ବଢିବ ଅପାର
ଭୟରେ ଲୋକେ ଥରହର।
ହେବନି ଭୋଟର ବେପାର।
ରହିବ ମୋଦି ସରକାର ।
ତାପରେ ଆସିବେ ପ୍ରବୀର।
ଇଂଡିଆ ଉାରତ ବିଚାର !
ଯୋଗୀତ ଯୋଗରେ ସାଧୀବ
ଭାରତେ ସୁନା ଉପୁଜିବ !
କରୋନା ମାଳିକା ବିଚାର
କାଳିଆ କରିଛି ପ୍ରକାର ।
ଅଦୃଶ୍ୟ ଦୃଶ୍ୟକୁ ଘେରିଛି
ଆଖିରୁ ପରଳ ଫିଟୁଛି ।
ଦେଖିଲେ ନରେ ଏଇ ଛଳ
ବୁଝିଲେ ବଂଶର ବେପାର ।
ବୁଡିବା ଆଗେ ଜମ୍ବୁଦ୍ବୂୀପ
ଡାକିଲେ ରଖ ଜଗନ୍ନାଥ ।
ପ୍ରଭୁ ତ କରିବେ କରୁଣା
ପାପକୁ ତାପଯେ  କରୋନା !
ସଂସାରେ ଭାରାକୁ ନାଶିବ
ସୁନ୍ଦର ମରତ ହସିବ !
କହେ ଏ ଦାସ ହୃଷୀକେଶ
ରଖହେ କମଳାର କାନ୍ତ !

No comments: