Wednesday, September 22, 2021

||| Bhasha Sarata |||

nirvaynews.com publishes MoKatha today calling all to buy an Odia magazine Durga Puja eidtion. Language matters ...

4 comments:

Anonymous said...

ପଢିଲି ।
ଏବେ ପାଠକୀୟ ପ୍ରବୃତ୍ତି ନଷ୍ଟ କରିବାର ସମସ୍ତ ଦାୟୀତ୍ବ ଟିଭି ନେଇଛି । ଅନ୍ୟ ପ୍ରାନ୍ତୀୟ ଚାନେଲ ମାନେ ସାହିତ୍ୟ ପାଇଁ କିଛି କିଛି ସମୟ ଦେଉଛନ୍ତି । କିନ୍ତୁ ଓଡ଼ିଶାରେ ଏହାର ଅଭାବ ପରିଲକ୍ଷିତ ହେଉଛି ।
ଏ ଦୃଷ୍ଟିରୁ ଆପଣଙ୍କ ଲେଖା ପାଠକଙ୍କ ଦୃଷ୍ଟିଆକର୍ଷଣ ନିଶ୍ଚୟ କରିବ ମୁଁ ଆଶା କରୁଛି ।
ମୁଁ ମଧ୍ୟ ଏହାର ବିତରଣ କରିଦେଉଛି ।
ନମସ୍ତେ 🙏

Anonymous said...

ସମୟୋପଯୋଗୀ ଆହ୍ୱାନ।
ଲେଖା ବଳିଷ୍ଠ, ଉଦ୍ଦେଶ୍ୟ ମହତ, ହେଲେ ଗ୍ରହୀତା ମରୁଡ଼ି।
ଦୋଷ ଦେବା କାହାକୁ ?

ମୋର ବିଚାର ହେଲା, ଉତ୍କଳ ବିଶ୍ଵବିଦ୍ୟାଳୟ ଗଠନ ପରେ ଓଡ଼ିଆ ଭାଷାକୁ ହେଟନଜରରେ ଦେଖାଯାଇଛି। ଉଦାହରଣ ସ୍ଵରୂପ, ପାଟଣା ବିଶ୍ୱବିଦ୍ୟାଳୟରେ ମାତୃଭାଷାରେ ସପ୍ତାହକୁ ଚାରିଟି ପିରିଅଡ଼ ପଢ଼ାଯାଉଥିଲା। ମାତ୍ର ଉତ୍କଳ ବିଶ୍ଵବିଦ୍ୟାଳୟରେ ଗୋଟିଏ ପିରିଅଡ଼ ରହିଲା।
ମୋଟ ଉପରେ ସ୍ବାଧୀନତା ପରେ ଓଡିଶାର ଶିକ୍ଷାବିତ ମାନେ ଜାତୀୟ ନୀତିର ସଦାବେଳେ ବିରୁଦ୍ଧାଚରଣ କରି ଆସିଛନ୍ତି।
ଏହାହିଁ ଅଧୋଗତିର ମୂଳ କାରଣ ବୋଲି ମୋର ବିଚାର।
ଏବେ ଯେତେବେଳେ ନୂଆ ଶିକ୍ଷାନୀତିରେ ମାତୃଭାଷା ମାଧ୍ୟମକୁ ଗୁରୁତ୍ୱ ଦିଆଯାଇଛି, ସେତେବେଳେ ଥୋଡେ ଇଂରାଜୀ ଶିକ୍ଷକ ଗଣଶିକ୍ଷା ମନ୍ତ୍ରୀଙ୍କ ଘରେ ଭିଡ଼ ଜମଉଛନ୍ତି ।
ମାତ୍ର, ସୁଖର କଥା ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସେମାନଙ୍କ କଥା ଶୁଣୁ ନାହାନ୍ତି।
ଏହି ପରି ଆମର ଅବସ୍ଥା।

Anonymous said...

Powerful message with equally powerful examples and effective comparisons.
Bhasha hin gote jatiku Mahan kare. The example of preference of English language over odia is superb. In your own subtle way you are trying to send some message to the society which is really really great effort.
Thanks for sharing.

Anonymous said...

ବହୁତ ବହୁତ ଚମତ୍କାର ଆଲେଖ୍ୟ । ଆମର ହୀନମନ୍ୟତା ଆମକୁ ଉପରକୁ ଉଠିବାରେ ସହାୟ ହେଉନି ।