Thursday, September 16, 2021

||| NUAKHAIE JUHAR |||

NuaKhaie Juhar ! MoKatha on 15th September www.nirvaynews.com traces the celebration festival of new crop with indigenous society to digital society ... welcomes the readers for their reading and reviews

7 comments:

Anonymous said...

It is absolutely true that Nua Khai Juhar has lost its significance after one rupee rice available in the market .

Anonymous said...

ଚମତ୍କାର ନୂଆଖାଇ ଜୁହାର ହୃଷୀକେଶ । ଶୀତଳ ଆଲମାରୀ ଓ ଗରମ ବାକ୍ସ ସୁନ୍ଦର ଓଡ଼ିଆ ରୂପାନ୍ତର । ତା ସହିତ ଅଲିଖିଆ ଶବ୍ଦଟି ମିଶି ହସରେ ଆକ୍ତା ମାକ୍ତା କରିଦେଲା । ଏବେ ଆଉ ସେତେବେଳ ସମୟର ଦାୟିତ୍ବବୋଧ କିମ୍ବା ମମତ୍ୱବୋଧ ଆଦୌ ଦେଖିବାକୁ ମିଳୁନି । ସମୟ ଏମିତି ବଦଳି ଯାଇଛି ଯେଉଁଠି ସମ୍ପର୍କର ସୁକ୍ଷ୍ମ ସତ୍ତା ଟିକିକ ମିଳେଇ ଯାଇଛି । ଦୁଇ ଚକିଆ ହେଉ କି ଚାରି ଚକିଆ ବିନା ଓଷା ବାରରେ ବାପଘରେ ହାଜର । ଅବଶ୍ୟ ଆମ ଝିଅ ଏଇଠି ଥାଇ ମଧ୍ୟ ବର୍ଷକୁ ଥରଟିଏବି ଆସି ପାରେନି ତା ପରିବାରର ଜଞ୍ଜାଳରେ ବ୍ୟସ୍ତ ରହି । ନିଜ ନିଜର ଚିନ୍ତାଧାରା ପରିବାରର ସଂସ୍କାର ଉପରେ ନିର୍ଭର କରେ। ବହୁତ ମନକୁ ଛୁଇଁଗଲା ଲେଖାଟି । କରମା ପୂଜା ଶୁଣିଥିଲି କିନ୍ତୁ ସବିଶେଷ ଜାଣି ନଥିଲି ।
ଖୁବ୍ ଚମତ୍କାର ଆଲେଖ୍ୟ । ସ୍ନେହାଶୀଷ ଓ ଶୁଭରାତ୍ରୀ ।

Anonymous said...

Karma & Dharma very nice. Very good write up. 🙏

Anonymous said...

ବହୁତ ଭଲ ଲାଗିଲା। ନୂଆଖାଇ ଯେପରି କ୍ରୁଷି ଭିତ୍ତିକ ଧାର୍ମିକ ପର୍ବ, ସେପରି ଆମ ମାନଙ୍କର ମାର୍ଗଶୀର ମାସ ଲକ୍ଷ୍ମୀ ପୂଜା। ଏଥିରେ ନୂଆଚାଉଳ ଖିରି ହୋଇ ଭୋଗ ଲାଗେ। କଟକିଆ ଙ୍କର ପ୍ରଥମାଷ୍ଟମୀ ରେ ନୂଆ ଚାଉଳ ଭୋଗ ଲାଗେ। ଆମର ସେହିପରି ଗୋଟିଏ ଦିନ ସମସ୍ତେ ନୂଆଖାଇ ପାଳନ କଲେ ହୁଅନ୍ତା ନାହିଁ।

Anonymous said...

Sir🙏. Quite insightful. It's true that now festivals are observed through Whatsapp and Facebook. This pandemic has further reduced the physical mode of observation.But still Nuakhai has its own uniqueness. Juhar🙏

Anonymous said...

ସବୁ ଲେଖା ତମର ସାର୍ ଙ୍କ ସୁବିଧା ଅନୁସାରେ ତାଙ୍କୁ ଶୁଣାଏ । ନ ହସିବା ଲୋକ ହସି ଦିଅନ୍ତି ତମର ଶବ୍ଦ ସଂଯୋଜନା ଦେଖି । ଆମ ଦୁହିଁଙ୍କର ସ୍ନେହ ।

Anonymous said...

Nua Khai Juhar
Garam Box- Jatajama aau 17th chapter 10th Stanza of Bhagabat Gita - purely a new learning for me.
All practical inputs. It is true that we are trying to preserve tradition and culture through Social media like whatsaap and Facebook. Comparison becomes easy and the pride factor comes in to play.
Nua Khai re badhia episode.
Thanks for sharing.