Thursday, March 24, 2016

Pakha Gaon Rahman

MoKatha Odia Column pblished on 23rd March '16 in Nirvaya ... interested Odia readers are welcome to read my regular weekly column on every Wedenesday at 8th page at www.nirvayanews.com


Saturday, March 19, 2016

ପଖାଳ ମହିମା

ଧିଜନେ ଶୁଣିବା ହେଉ ସ୍ଥିର ଚିତ୍ତେ,
ପଖାଳ ର ମହିମା ଗୁଣ ଏଥୁଅନ୍ତେ। ୧
ସଂସାରର ସବୁଠାରୁ ଦୁର୍ଲଭ ଏ ଖାଦ୍ୟ,
ଥରେ ଯିଏ ଖାଏ ୟାକୁ ପାଏ ତାର ଭେଦ। ୨
ଜମ୍ବୁ ଦ୍ୱୀପ ମଧ୍ୟେ କଳିଙ୍ଗ ନାମେ ରାଜ୍ୟ,
ସେଠାରେ ଉତ୍ପତ୍ତି ଅଟେ ଏହି ଖାଦ୍ୟ। ୩
ରଙ୍ଗ ତାର ସ୍ନିଗ୍ଧ ଅଟେ ବାସ ମନୋହର,
ସ୍ୱାଦ ୟାର ପାଇବାକୁ ଦେବତା ବ୍ୟାକୁଳ। ୪
ପ୍ରସ୍ତୁତି ସହଜ ୟାର ନାହିଁ କିଛି କଷ୍ଟ,
ତେଣୁ ସଭିଙ୍କର ମନ କୁ କରଇ ଉଚ୍ଚାଟ। ୫
ରାତ୍ରି କାଳେ ଅନ୍ନ ରାନ୍ଧି ହାଣ୍ଡିରେ ରଖିବ,
ସେଥିରେ ଅଳ୍ପ ପେଜ ଓ ପାଣି ଦେଇଦେବ। ୬
ସକାଳୁ ଯେହ୍ନେ ହାଣ୍ଡିର ଢ଼ାଙ୍କୁଣା ଖୋଲିବ,
ମହ ମହ ବାସ ତାର ମନ ମୋହିନେବ। ୭

 ସଙ୍ଗରେ ଶୁଷ୍କ(ଭଜାଭଜି) ବ୍ୟଞ୍ଜନ ରହିବ,
ତାହାର ମଜା ଆଉ କେ କହି ପାରିବ। ୮
କଦଳି ର ଭଜା ଅବା ହେଉ ଶାଗ ଭଜା,
ବଡ଼ିଚୁରା ସହ ଆଳୁ ଛୁଇଁ ଭଜା ବଡ଼ ମଜା। ୯
ନା ନା ଜାତି ଶାଗ ଆମ ରାଇଜରେ ପାଇ,
ପିତା, ଖଡ଼ା, କୋଶିଳା, ଲେଉଟିଆ ଆଉ ରାଇ(ସୋରିଷ)। ୧୦
ତା ସଙ୍ଗରେ ଯଦି ଅଛି ଖଟା ଓ ଚଟଣୀ,
ଟାକରାଟେ ମାରିଦେଲେ ପାଟିରୁ ଆସେ ପାଣି। ୧୧
କଇଥ ଚଟଣି ଆଉ ପୋଦିନା ଚଟଣି,
ପାଚେଡ଼ି, ଆମ୍ବୁଲ ରାଇ ମନ ନିଏ କିଣି। ୧୨
ଏ ତ ଗଲା ନିରାମିଶ ଭକ୍ଷୀଙ୍କର କଥା,
ଆମିଷ ପ୍ରେମୀଙ୍କ ପାଇଁ ଅଛି ହୋଇ ସଜା। ୧୩
ତାମ୍ପଡ଼ା, ଖାରିପାଣିଆ ଶୁଖୁଆ ହୋଇଲେ,
ଚୁନାମାଛ ପତ୍ରପୋଡ଼ା କୁ ହେଜୁଥାଅ ଭଲେ। ୧୪
ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ ଏସବୁ ବ୍ୟଞ୍ଜନ,
ଏହାକୁ ଚାଖିବାକୁ ଦେବତାଙ୍କ ମନ। ୧୫
ବାପଘରୁ ଶାଶୁଘର ଯିବାର ଆଗରୁ,
ତୋରାଣୀଖିଆ କନ୍ୟାର ହୁଏଯେ ସୁଚାରୁ। ୧୬
ପଖାଳ ର ଏହି ପ୍ରଧାନ୍ୟକୁ ଦେଖି,
ପଖାଳଖିଆ ବିଧି କେହି ସମାଜେ ଅଛି ରଖି। ୧୭
ମରଦ ମିଣିପି ଉଭୟ ପଖାଳ ଖିଆ ପରେ,
ପରିପୂର୍ଣ ଋପ ଲଭନ୍ତି ସଂସାରେ। ୧୮
କହିଲେ ଏପ୍ରକାର ଆଉ କେଉଁ ଖାଦ୍ୟର ମହିମା,
ମଣିଷ ର ଜୀବନରେ ଅଛି ଜଣାଶୁଣା। ୧୯
ଜଗତ ଜାଣିଲା ପରେ ଏସବୁ ବିଶେଷ,
ଏବେ ପାଳୁଅଛି ପୁଣି ପଖାଳ ଦିବସ। ୨୦
ମାର୍ଚ୍ଚ ୨୦ ଅଟେ ପଖାଳ ଦିବସ,
ପାଳି ତାକୁ ସମସ୍ତ ଜନ ହ୍ୱନ୍ତି ତୋଷ। ୨୧
ଯେଉଁ ଜନ ଏହି ଦିବସ ନ ପାଳେ,
ନର୍କ ଭୋଗୁଥାଏ ସେହୁ କାଳେ କାଳେ। ୨୨
- Colelcted from Kamalakant Sahoo on FB

ବାପା ନିତି ଦିନ ପଖାଳ ଖାଂତି, ବୋଉ ଭଲ ପାଏ ପିଜା l
ଭାଇର ଚିକେନ୍ ତଂଦୁରି ଲୋଡା, ଆଈ ତ ଖଆଂତି ସିଝା ll
ସୋସଲିଷ୍ଟ ଖାଦ୍ୟ ସଭିଏଁ ଖାଆଂତି, ଅଦ୍ଭୂତ ତା'ର ଟେଷ୍ଟ l

ରାଜାଠାରୁ ରଂକ ତୋରାଣି ପିଅଂତି -- ପଖାଳ ଇଜ୍ ଦି' ବେଷ୍ଟ !


Collected from Rabi Kanungo on FB


Cover Page - Nagari Kahuchhi


My 4th Anthology of Odia poems on changes in city, particularly Hyderabad  is in press. This is the cover page desgined by Atul Bal, the designer of repute!



Friday, February 26, 2016

ବ୍ୟାଘ୍ର ପୁରାଣ"

ବ୍ୟାଘ୍ର ପୁରାଣ"

ବାଘୁଣୀ ବିରସ ମୁଖରେ ।

ଚାହିଁ ରହିଛି ଅତି ଦୂରେ ॥
ତା ଦୁଃଖ କରିବାକୁ ଦୂର ।
ଶିକ୍ଷକ ହେଲେ ଆଗଭର ॥
ହୃଦୟେ ଧରି ସେ ବାଘୁଣୀ ।
ଦେଲେ ଯେ ଚପଳ ଚାହାଣୀ ॥
ଅଧରେ ଖେଳେ ସ୍ମିତ ହାସ ।
ମୁଖମଣ୍ଡଳ ସୁପ୍ରକାଶ ॥
ସତେ ବା ବୀର ଉତ୍କଳର ।
ସମରେ ହେବେ ଅଗ୍ରସର ॥
ଏ ଦୃଶ୍ୟ ଦରଶନେ ମନ ।
ହୁଅଇ ଏବେ ପରସନ ॥
ଆନନ୍ଦେ ବୋଲ ହୃଷିକେଶ ।
ହୃଷିକେଶରେ ରଖ ଆଶ ॥
ଏ ଭବ ସାଗରର ବାରି ।
ଏଥୁ କରିବେ ସେହୁ ପାରି ॥


- Written by Nityananda Mishra on my FB

Monday, December 28, 2015

Ekadashi Dates for 2016

http://www.drikpanchang.com/vrats/ekadashidates.html?year=2016

kalash 2016 kalash
decoration
05January(Tuesday)Saphala Ekadashi
06January(Wednesday)Vaishnava Saphala Ekadashi
20January(Wednesday)Pausha Putrada Ekadashi
04February(Thursday)Shattila Ekadashi
18February(Thursday)Jaya Ekadashi
05March(Saturday)Vijaya Ekadashi
19March(Saturday)Amalaki Ekadashi
03April(Sunday)Papmochani Ekadashi
04April(Monday)Gauna Papmochani Ekadashi
Vaishnava Papamochani Ekadashi
17April(Sunday)Kamada Ekadashi
03May(Tuesday)Varuthini Ekadashi
17May(Tuesday)Mohini Ekadashi
01June(Wednesday)Apara Ekadashi
16June(Thursday)Nirjala Ekadashi
30June(Thursday)Yogini Ekadashi
01July(Friday)Gauna Yogini Ekadashi
Vaishnava Yogini Ekadashi
15July(Friday)Devshayani Ekadashi
30July(Saturday)Kamika Ekadashi
14August(Sunday)Shravana Putrada Ekadashi
28August(Sunday)Aja Ekadashi
13September(Tuesday)Parsva Ekadashi
26September(Monday)Indira Ekadashi
12October(Wednesday)Papankusha Ekadashi
26October(Wednesday)Rama Ekadashi
10November(Thursday)Devutthana Ekadashi
11November(Friday)Gauna Devutthana Ekadashi
Vaishnava Utthana Ekadashi
25November(Friday)Utpanna Ekadashi
10December(Saturday)Mokshada Ekadashi
24December(Saturday)Saphala Ekadashi
decoration

Sunday, December 27, 2015

Survivors of a Sunday ..........

Survivors of a Sunday .......... came on my way
Wanted to be clicked ..... next morning could be dead
Who knows, food on hoof as long as mankind chase.