MoKatha
Thursday, October 18, 2012
ଅନ୍ବେଷଣ
ଇଏ କେଉଁ ଲୋଡା, ଇଏ କେଉଁ ଖୋଜା ତାକୁ
ଯାହାର ନାହିଁ ନିଜ ରୂପ ନାହିଁ ବି ଆକାର |
ତେବେବି ମୁଁ ଖୋଜେ ସକାଳେ ଖରାରେ, ଜହ୍ନର ଶୀତଳ ସ୍ପର୍ଶରେ
ବୁଝିବାକୁ କାହିଁକି ଏମିତି ମୋ ହସ୍ତାକ୍ଷର |
''''''''''''''''''''''''''''''
A stanza of 477th poem Anweshan ... The Search
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment