ଆଜିର ଢଗ
---------------
ଗାଁ ପରିଗୁଣ ଧୋବା ତୁଠରୁ ଦିଶେ---------------
ବନ୍ଧୁ ପରିଗୁଣ ଦୁରୁ ଦେଖି ଯେ ହସେ |
ପୁଅ ପରିଗୁଣ ମା ବାପ କୁ ଯେ ପୋଶେ
ପ୍ରଭୁ ପରିଗୁଣ ମଧୁର ବଚନ ଭାସେ |
----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ

No comments:
Post a Comment