ଆଜିର ପ୍ରହେଲିକା
------------------------------
ଗାଈ କିଣିବା ଦୁହିଁ , ବଳଦ କିଣିବ ମୋହିଁ
ଆମ୍ବ କିଣିବ ଖାଇ, ଦନାଇ କିଣିବ କଅଁଲ ବଚନ କହି |
------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
------------------------------
Meaning in English
------------------------------
While buying a cow milk it and
While buying an ox feed it.
While buying mangoes taste one
and sweet words for winning one.
No comments:
Post a Comment