Odia kahabat ...
ଆଜିର ଢଗ
---------------
ଅଶୀ ବରଷରେ ହେତୁ ନାଶ ଜାଏ
କଶୀ ନାଶ ଜାଏ କୁହୁଡି ପାତେ |
ବସି ଖାଈଲେ ଧନ ନାଶ ଜାଏ
ଅସ୍ତ୍ରନାଶ ଜାଏ ହତୁ ଦିହାତେ |
----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
No comments:
Post a Comment