Odia Sayings .... Need Odia font to read .... in English too.
------------------------------
ଅଗ୍ନିମୋଡ ଯେଉଁ ଘର
ଆମ ଗରମିରେ ଜର
ଭାଗରୁ ବଳକା କର
ଦୁହାଁଳିଆ ଗାଈ ଖର
ବହୁ ମୁରବିର ଘର
ବୋଲେ ଦନା ହରବର |------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.
No comments:
Post a Comment