ନାଁ ସୁଖ
……………………..
ନାଁ ଫୁଂଗୁଳା ରହିଲେ
କେତେ ହାଲୁକା କୁହନି .
ପାଖ ଆଖ ଶବ୍ଦଂକ ଭାରା କହିତ ହୁଏନି
ଫୁଂଗୁଳା ନାଁ ...
ତା ମଜା ଏବେ ତୁ କହନି
ତା ସୁଖ ଆଉ ତୁ କହନି !
……………………..
ନାଁ ଫୁଂଗୁଳା ରହିଲେ
କେତେ ହାଲୁକା କୁହନି .
ପାଖ ଆଖ ଶବ୍ଦଂକ ଭାରା କହିତ ହୁଏନି
ଫୁଂଗୁଳା ନାଁ ...
ତା ମଜା ଏବେ ତୁ କହନି
ତା ସୁଖ ଆଉ ତୁ କହନି !
ଯେବେ ଥିଲା ଆଖପାଖ
ସବୁ ନାଁ ଫୁଂଗୁଳା ଫୁଂଗୁଳା
କାହାର ପ୍ରଶ୍ନ ନଥିଲା
ଉତ୍ତର ଲୋଡା ବି ନଥିଲା
ନାଁ ଟା ନାଁ ପରି ଥିଲା
ଯେବେ ଥିଲା ଫୁଂଗୁ଼ଳା ଫୁଗୁଳା !
.........
ସବୁ ନାଁ ଫୁଂଗୁଳା ଫୁଂଗୁଳା
କାହାର ପ୍ରଶ୍ନ ନଥିଲା
ଉତ୍ତର ଲୋଡା ବି ନଥିଲା
ନାଁ ଟା ନାଁ ପରି ଥିଲା
ଯେବେ ଥିଲା ଫୁଂଗୁ଼ଳା ଫୁଗୁଳା !
.........
No comments:
Post a Comment