Wednesday, May 11, 2022

||| BISHAM BADANYA |||

ଆଜିର ମୋକଥା କୁ ସାଦର ଆମନ୍ତ୍ରଣ| ପଢ଼ି ପଢ଼ାଇ ମତାମତ ଦେବାକୁ ଭୁଲିବିନି | ଅଗ୍ରୀମ ଧନ୍ୟବାଦ୍ ସହ ଅପେକ୍ଷା ରେ | www.nirvaynews.com ହୃଷୀକେଶ

5 comments:

Anonymous said...

Excellent piece of writing on issue of insider and outsider in current Indian polity

Anonymous said...

ହୃଷିକେଶ ,ଲେଖାଟି ବହୁତ ସୁନ୍ଦର। ଲାଗୁଛି ଯେମିତି ଯାହାସବୁ ଘଟୁଛି ତମେ ସବୁ ନିକଟରୁ ଦେଖିଛ ବା ରିସର୍ଚ୍ଚ କରିଛ। ପ୍ରତ୍ୟେକ ଧାଡ଼ି ସତ ଲାଗୁଛି। ଏତେ ସଠିକ୍ ଖବର କେମିତି ପାଉଛ। ମୋର ଟିକିଏ ଆଖି ଖରାପ ଯୋଗୁଁ ମୁଁ ଛୋଟ ଛୋଟ ଲେଖା ପସନ୍ଦ କରୈ ନାହିଁ। ଏକ ସମାଲୋଚକ ଲାଗୁଛ।

Anonymous said...

ହୃଷିକେଶ, ଲେଖାଟି ସମୟୋପଯୋଗୀ ହୋଇଛି। ସମାଜର ପ୍ରକୃତ ଛବି ପ୍ରତିଫଳିତ ହୋଇଛି।ଆମ ବାଲେଶ୍ଵର ସମୁଦ୍ର କୂଳରେ ଜଳ ପଥରେ ବାଙ୍ଗଳାଦେଶୀ ଆସି ସରକାରୀ ଜମି ମାଡିବସି ସ୍ଥାଇ ବାସିନ୍ଦା ହୋଇ ଗଲେଣି।ଆମ ପାଖରେ ରାସନ୍ କାର୍ଡ ଆଧାର କାର୍ଡ ନଥାଉ ପଛକେ ଆମ ନେତା ମାନଙ୍କ ଦୟାରୁ ତାଙ୍କ ପାଖରେ ସବୁ ଅଛି। ଆମ ଇସ୍ପାତ ସହରର ଓଭର ବ୍ରିଜ ପାଖରେ ଗୋଟାଏ ବସ୍ତି ଗଢ଼ି ଉଠିଛି। ତାର ନାମ ଆଜାଦ୍ ବସ୍ତି। ଏବେ ସେଠାରେ ଗୋଟାଏ ମସଜିଦ ଏବଂ ମଦ୍ରାସା ମଧ୍ୟ ହୋଇ ଯାଇଛି। ସରକାରଙ୍କ ଚାପରେ କମ୍ପାନୀ ଗୋଟାଏ ଗୋଷ୍ଠୀ ସୋଓଚାଳୟ ମଧ୍ୟ କରି ଦେଇଛି। ୨୦୦୭ ରେ କିଛି ଦିନ ମୁଁ ଇଷ୍ଟେଟ୍ ଅଫିସର ଥିଲି। ଆଜାଦ୍ ବସ୍ତି ର ୪୫ ଟା ଏଭିକସନ୍ ଫାଇଲ୍ ମୋ ପାଖରେ ଥିଲା। ମୋର ଉପର ଅଫିସର ସେଥିରେ ହାତ ମାରିବାପାଇଁ ମନା କରିଥିଲେ କାରଣ ଲୋକାଲ ଏମ୍ ଲେ ମାନଙ୍କର ପ୍ରେସର ଥିଲା। ଭୁବନେଶ୍ଵରରେ ମୋ ଘର ମଧ୍ୟ ବାଂଲା ଦେଶୀ ମାନେ କରିଥିଲେ। ପଚାରିଲେ କହନ୍ତି ସେମାନଙ୍କ ଘର ମୂର୍ଷିଦାବାଦ ଜିଲା। ଭୋଟ ପାଇଁ ଲୋକାଲ ନେତା ମାନେ ଆଖି ବନ୍ଦ କରି ବସିଛନ୍ତି। ରାଜ କୋଷ ଖାଲି ହେଉ ବା ସମଗ୍ର ଓଡ଼ିଶା ଏନକ୍ରୋଚ୍ ହେଉ ସେଥିରେ ଆମ ନେତାମାନଙ୍କର କିଛି ଦେଣ ନେଣ ନାହିଁ। ତାଙ୍କୁ ଖାଲି ନିର୍ବାଚନ ଜିତିଲେ ହେଲା।

Anonymous said...

ଏହି ଆଲୋଚନାଟି ରାଷ୍ଟ୍ରହିତରେ ଜାରି କରାଯାଇଛି । ପଢ଼ି କୃତାର୍ଥ ହେଲୁ

Anonymous said...

Satwika Bhaba deba neba re.
Se Gita ra gyana hoipare kintu bastaba re nuhen.
The issue discussed in the episode is going to create volcanic eruption in future before the the political masters act upon it decisively.Not only ghara bari kama, most of the fruit vendors also belong to that category having scant regard for any body.
We proclaim to practice Universal brotherhood for which everyone can seek shelter and legitimise their entry later on.
It will be a big issue going forward. Time will tell who wins.
Thanks for sharing.