Wednesday, May 4, 2022

||| KIE KAHARA |||

Aji 4th May '22 ra MoKatha ku Sadara Nimantrana. Padhi Padhaiebe o Tika Tippani bi karibaku bhulibe nahin !

4 comments:

Anonymous said...

ଆଜି ସମସ୍ତେ ନିଜର ବଡ଼ପଣ ଦେଖାଇବା ରେ ଆଗୁଆ, ଆଜି କୃଷ୍ଣ ନାହାନ୍ତି ଧର୍ମର ରାସ୍ତା ଦେଖାଇବାକୁ, ତେଣୁ ମାଳିକା ବଚନ ଅନୁଯାଇ ସମୟ ଆସିଗଲା ସମସ୍ତେ ନିଜ କର୍ମ ଅନୁସାରେ ନିଜ ର ଭବିଷ୍ୟତ ନିର୍ଧାରଣ କରିବେ, ଆମେ କେବଳ ନିରବଦ୍ରଷ୍ଠା. ଯାହା କହିଲେ ବେଲଳସେନା. ଆପଣ ଙ୍କ ଉପସ୍ଥାପନା ଭଲ ଲାଗିଲା. ମନର ଭାବନା ପରିପ୍ରକାଶ କରିଦେଲେ ଭଲ. 👌👌👌👌

Anonymous said...

Kehi kahara nuhanti.Mahabharat re bidwesh satwe atmiyata thila kintu ebe ra dunia kebala swartha re chalichi. Value systems have gone to dogs. Ete Dina luchakali khela chali paruchi seita hin bismaya.
Kali Yug asu ki na asu but we all are moving towards destruction.
God save the world.
Thanks for sharing.

Anonymous said...

ଭାରତ, ଆମ ଦେଶ ଏଇ ଯୁଦ୍ଧକୁ ନେଇ ସ୍ଵଧର୍ମ ରେ ପରିଚାଳିତ...😀😀
ଏଇ ପରିସ୍ଥିତିରେ ଭାରତକୁ ଚିନ୍ତା କରିବାର ଅଛି ଯିଏ ଯାହାର ସିଏ ତାହାରରେ ପୁଣି ସତରେ କିଏ କାହାର ? ଓଡିଶା ରେ ଯେମିତି ଗୁପ୍ତ ବିଦେଶୀଙ୍କ ଉପଦ୍ରବ୍ୟ ବଢୁଛି ପ୍ରଦେଶକୁ ଜଣେ ବେଲାଳସେନ ଦରକାର ଯିଏ ବାଛି ଦେବା କିଏ କାହାର !!

Anonymous said...

Very important Topic written is of international affair Russia and Ukrain war resulting creation of nearing world war. NATO and USA one side supporting Ukrain and Russia another side and others silent like India.Future of war is uncertain. Nicely concluding in local problem of Rohingya migrants to Odisha and likely future problems reminding to political leaders.