Wednesday, May 18, 2022

||| Niyata re Niyati |||

ଆଜିର ମୋକଥା କୁ ସାଦର ଆମନ୍ତ୍ରଣ ପଢ଼ି ପଢ଼ାଇ ମତାମତ ଦେବାକୁ ଭୁଲିବେନି .... 🙏 18th May 2022

6 comments:

Anonymous said...

The article by HKMohanty is very simple and lucid

Anonymous said...

Very very realistic n the most important part of the writing is nature sometimes unveils the hidden treasures for the benefit of the mankind when required.Superb

Anonymous said...

ହୃଷିକେଶ, ଲେଖାଟି ଯୁଗୋପଯୋଗୀ ହୋଇଛି। ମଣିଷ ସମାଜ ନିଜର ସ୍ଵଳ୍ପ ସମୟର ଲାଭ ପାଇଁ ଅବିଚାରିତ ଭାବରେ ପ୍ରକୃତିକୁ ଲୁଣ୍ଠନ କରି ଚାଲିଛି। ଯଦିଓ ପ୍ରକୃତି ମାଆ ସର୍ବସହା ତଥାପି ସହିବାର ଗୋଟାଏ ସିମା ଅଛି। ଅତି ସର୍ବତ୍ର ଗରହିତମ୍। ୨୦/୩୦ ବର୍ଷ ପରେ ଓଡ଼ିଶାର ବହୁତ ଖଣିରୁ ଲୁହାପଥର ସରିଯିବ। ଏକଥାକୁ ଚିନ୍ତା ନ କରି ସିମିତ ଲାଭ ପାଇଁ ସ୍ଵଳ୍ପ ମୂଲ୍ୟରେ ଲୁହାପଥର ବାହାରକୁ ଚାଲାଣ କରି ବାହାବା ନେଉଛନ୍ତି ଆମ ସରକାର। ଏମିତି କରି ସବୁ ଖଣି ଖାଦାନ ଶେଷ ହୋଇଯିବ। ତାପରେ ଆମେ ଭବିଷ୍ୟତ ବଂଶଧରଙ୍କ ପାଇଁ କ'ଣ ଛାଡ଼ି କରି ଯିବା। ଯାହାହେଉ ତୁମର ଲେଖାଟି ବହୁତ ଭଲ ହୋଇଛି। ଏଥିରୁ ଏ ମଣିଷ ସମାଜ କିଛି ଶିଖିଲେ ସମାଜର ମଙ୍ଗଳ ହେବ।

Anonymous said...

I read your mo katha Hrushi। it is nice, very nice ।

Anonymous said...

Very interesting article. Anguli dekheile bahu giliba. Another interesting why nature itself will not have right to be protected?

Anonymous said...

Me too, Sir. We are in science and engineering but make our efforts. Your writings are very informative and to the point in our mother tongue. Most of the Odia I know now are from my days in India. Fortunately, I used to read a lot during those days.