Thursday, July 29, 2021

||| Bolkara Bonsai |||

14 comments:

Anonymous said...

Sir, I was going through this article. Beautifully penned down. This time I found a different style in your writing. It was humorous in your typical way , yet very emotional. What I realized (I might be wrong) that it is somehow your own experience of Hydbd life and portrayed as Mr. Dhaneswar who becomes a rich plumber in Hydbd. Accumulating all the emotions and concentrating those in a Bonsai Japanese home decor tree is fabulously presented. Thank you Sir for a pleasure reading. 🙏

Anonymous said...

Bola kara banasai needs to be translated to Telugu for wide circulation amongst Hyderabadi to understand past are present. Very good article developments versus Environment

Anonymous said...

ଭାଇ ପ୍ରଣାମ ଆପଣଙ୍କ ଲେଖା ଟା ପଢ଼ିଲି ଭଲ ହେଇଛି।ମୋତେ ଲାଗିଲା ଆପଣ ବଂଗଲପୂର୍ ର ଝୁରୁଛନ୍ତି। ଗାଁ କଥା ମନେ ରଖିବାକୁ

Anonymous said...

It seems that you are a professional short story writer... God gifted man... Nice collection of simple words.... Wonderful idea of this story theme... Your pen must think of these beautiful lines of Robert Frost;
And miles to go before I sleep...🙏🙏🙏

Anonymous said...

Sir, your writing is so nice. I am missing the days of my childhood. I hope it will be very nice if we can stay some of our life time mostly after job,in village where real feelings will again comeback and will make us happy.

Anonymous said...

Hyderabad re Bangalpur ra nichhaka anuchinta Daneswar nka mahanata ra parakastha.

Anonymous said...

Majhire majhire bibhinna sopana re madam lakshmirani nka jibana prabaha bes hrudaya sparsi. 🙏

Anonymous said...

"ମୋ କଥା" ଭଲ ଲାଗିଲା। ଆପଣଙ୍କ ମନର କଥା ପ୍ରକାଶ କରିବାର ମାଧ୍ଯମ ହେଲା ଗଳ୍ପ। ସ୍ରୁଷ୍ଟିର ଚରିତ୍ର ମାନଙ୍କ ମଧ୍ଯରେ ସ୍ରଷ୍ଟା ନିଜକୁ ଦେଖନ୍ତି। ଏଣୁ ଲେଖାଟି ବହୁତ ଭଲ ଲାଗିଲା।

Anonymous said...

Laaguthilaa jemiti... Sehi Gaon... Maati... Aamaku daakuchhi... Really... Heart-touching..Manare... Koha... Aasi jaauthila... aau... Mana pacharuthilaa mote... Satare Kana... Modern Human beings are modern or something else??.....Sir... Story padhi... Bahut miss karuthili....Gaon life aau Raja Doli... Poda Pithaa... aau... Bara Gachaa tale... Basi... Kaau... Koili ra Swara ku upabhoga karibaa

Anonymous said...

Nice description...and good reference to balcony garden

Anonymous said...

Good. Are u into biographical sketching?
Rechristening self does not protect privacy.

Anonymous said...

ବହୁତ ସୁନ୍ଦର ଲେଖା। ମୋର ନାମ ମଧ୍ୟ ପଢିଲି

Anonymous said...

ଆଲେଖ୍ୟ ଟି ବହୁତ ମନାଛୁଆଁ ହୋଇଛି।

ମହାନଗରୀ ର ହୃଦୟହୀନ ଓ ଚିରବର୍ଦ୍ଧିଷ୍ଣୁ କାୟାକଳ୍ପ ଭିତରେ ଧନେଶ୍ଵର ବାବୁ ଖୋଜୁଛନ୍ତି ନିଜ ଗ୍ରାମ୍ୟବରଗଛର ସେଇ ଶୀତଳ ଛାୟାକୁ, ନିଜର ପ୍ରିୟ ପୁଷ୍କରଣୀକୁ।
ହୃଦୟସ୍ପର୍ଶୀ ଲେଖାଟି ପଢିଲେ କଲିଜା ରୁ ରୁଧିର ବୋହି ଯାଉଛି କି, ଏଭଳି ପ୍ରତୀୟମାନ ହେଉଛି।

ନାରୀ ହେଉଛି ପ୍ରକୃତିର ସନ୍ତକ।
ପ୍ରକୃତି ତାର ଚିରାଚରିତ ଢଙ୍ଗରେ ବିବର୍ତ୍ତନ ର ରାସ୍ତାରେ ଆଗେଇଚାଲିଛି।
ପୁରୁଷ ହେଉଛି ବ୍ରହ୍ମ ର ପ୍ରତୀକ।
ତାକୁ ପ୍ରକୃତି କ୍ରିୟାଶୀଳ କରେ।
ଉଭୟ ଯଦିଓ ପରସ୍ପର ର ପରିପୂରକ, ପୁରୁଷର ସ୍ୱାଭିମାନ ଟିକିଏ ନିଆରା , ମହାନଗରୀରେ କର୍ମମୟ ଜୀବନ ସରିସରି ଆସିଲେ, ସେ ସ୍ଵପ୍ନ ଦେଖେ ନିଜର ଆଦ୍ୟ ଜନ୍ମ ମାଟିର ରୂପରେଖକୁ, ବିଭୋର ହୁଏ ତା ମାଟିର ବାସ୍ନାରେ।

କିନ୍ତୁ ସେ କଣ ଆଉ ଫେରିପାରିବ ଅତୀତର ସେଇ ଚିନ୍ନାଚିନ୍ନା ମୁହଁ ମାନଙ୍କ ପାଖକୁ, ନିଜକୁ ଅପଣାର ଲାଗୁଥିବା ଅପାଶୋରା ମାଟିର ବାସ୍ନା ରେ ବିଭୋର ହେବାକୁ?
ନିଜ ପ୍ରିୟ ପୁଷ୍କରିଣୀ ରେ ବୁଡ ପକେଇବାକୁ, ଅପରାହ୍ନରେ ଗ୍ରାମ୍ୟ ଚଉପଟି ରେ ବସି ଟିକିଏ ଆଳାପ କରିବାକୁ, ଗ୍ରାମ୍ୟ ଦେବତୀଙ୍କ ପାଖରେ ସଞ୍ଜ ଆଳତୀ ଦେଖିବା କୁ, ଘଣ୍ଟ ଟିକିଏ ବଜାଇବାକୁ?

ମଝିରେ ବଡ ପାଚେରୀ ଟିଏ ହୋଇ ଠିଆହୁଏ, ପରିବାରର ଅlକର୍ଷଣ ଓ ସେବାଶୁଶ୍ରୁଶା ର ଆକର୍ଷଣ।
ତାକୁ ଛାଡି ଅତୀତ କୁ ଫେରିବା ଯେପରି ଅସମ୍ଭବ ମନେହୁଏ।

ସେତେବେଳେ ନିଜ ଲେଖନୀରୁ ଝରି ଆସେ ସ୍ମୃତିର ଗୋଟିଏ ପରେ ଗୋଟିଏ ସୁଗନ୍ଧିତ ପାଖୁଡା ସବୁ, ତଥାପି ସେ ସାହାସ ହରାଏ ନାହିଁ।
ନିଜ ସ୍ମୃତିର ପିରାମିଡ୍ ନିଜେ ଗଢେ, ସେଇ ସୁଉଚ୍ଚ ପିରାମିଡ୍ ଉପରେ ଛିଡ଼ା ହୋଇ ନିଜ ଅତୀତର ଅପାଶୋରା ଘଟଣାବଳୀକୁ ଦେଖିବାକୁ ଆଉ ଅନୁଭବ କରିବା କୁ ଦୁର୍ବାର ଅଭୀସ୍ପା ରଖେ।
କେତେ ସଫଳ ହୁଏ ତାହା ନିର୍ଭରକରେ ତାର ଆନ୍ତରିକ ଆବେଗ ଓ ଅଭୀସ୍ପା ଉପରେ।

ମହିମା ଅଲେଖ।

Anonymous said...

ସାର୍ ନମସ୍ତେ 🙏🙏
ଅସଲ କଥାଟି ଲେଖିଛନ୍ତି ଯେ ।
ଆହୁରି କଡ଼ା ଲେଖା ଯାଇ ପାରିବ ।
ମୁଁ ବନସାଇ ନାମରେ ଯେଉଁ ପାଶବିକ ଅତ୍ୟାଚାର ଚାଲିଛି ସେଥିରେ ଗଭୀର ଭାବରେ ମର୍ମାହତ ହେଉଛି ।
ତାଙ୍କ ପୁଅ ଝିଅଙ୍କୁ ସେମାନେ ସେପରି କଲେ ଯାଇ ପ୍ରାୟଶ୍ଚିତ ହୋଇ ପାରିବ ।
ସେମାନେ ନରରୂପୀ ଦାନବ ।😨😨