Sunday, January 11, 2015

ଅରଜନ (Amassed)

ଅଗନା ଅଗନି ମଣିଷ ଗହଳେ
ଅନାଏ ଦନେଇ କିଏ ଆସିପାରେ
ଅରଣ୍ୟ ରୋଦନ କିଏ କାହାର ଶୁଣିବା
ଅରଜନ କଥା ଅବା କାହାକୁ କହିବା |
.....................................................
Among the dense cluster of people
Amid, John looks for someone to come
Aloud the cry, in forest who will hear
Amassed the fate, me who will care !
-------------------------------------

No comments: