Thursday, March 12, 2015

ସ୍ମା୍ର୍ଟ ସିଟି

କ୍ୟୋଟୋରୁ ଗହଣା ଆଣି ତୁମେ ସଜାଇବ
ନୂଆ ସାଂଗରେ ପୁଣି ପୁରୁଣା ନାଚିବ -
ମୁଁ ଶୁଣୁଛି ମୋ ଅଂଗେ ପୁଣି ଶିରୀ ବରଷିିବ|
ନବୀନ ନଗରୀ ନାଚିବ ମୁରୁଛନା ତାଳେ
ଆକାଶେ ଝୁଲଣ ଝୁଲେ
ମୁଁ ନଗରୀ ଦେଖୁଛି ସପନେ !


No comments: