Saturday, October 22, 2016

My Last Words

ଶେଷକଥା
----------------------------------

କାହାର ଆଜ୍ଞା ରେ ଆସିିଲା  କହ୍ନେଇ
କାହାର ଆଜ୍ଞା ରେ ରାଧା ହେଲା ବାଇ
କାହାର ଆଜ୍ଞା ରେ ଧରା ଋତୁବତୀ ହୁଏ
କାହାର ଆଜ୍ଞା ରେ କଳା କୋଇଲି ଟି ଗାଏ ?

ଅମୀମାଂସିତ ପ୍ରଶ୍ନମାଳା
                   ଝୁଲାଇ ଦିଅଗୋ ବେକରେ
ଆମନ୍ତ୍ରଣ ମୃୃତ୍ୟୁ କୁ ମୋର
                   ଉତ୍ତର ପାଇବା ଆଶାରେ
...................................................................
Who makes Adam to play his flute
Who makes to Eve to dance to beat
Who tells Earth to bring Apples here
Who tells cuckoo to sing on foyer

Garland me of these unanswered questions
I Invite oh! death with  hopes  for answers  !

...................................................................

No comments: