Sir Pranam. ଆପଣଙ୍କର ଲେଖା 'ମାଟି' ପଢ଼ିଲି. ଖୁବ ସୁନ୍ଦର ହୋଇଛି. କିନ୍ତୁ ସାର Hybrid (ଉଚ୍ଚ ଉତ୍ପାଦନ) ପ୍ରଣାଳୀ ଆମ ଜଣ ବହୁଳ ଦେଶ ପାଇଁ ଆବଶ୍ୟକ. ଲୋକ ସଂଖ୍ୟା ବଢି ଚାଲିଛି କିଂନ୍ତୁ ତା ସାଥୀକୁ ଚାଷ ଜମିର ଅବନତି ମଧ୍ୟ ବଢି ଚାଲିଛି. କିଂନ୍ତୁ କଥାଟି ଠିକ ଯେ ମାଟି ବିଷ ହୋଇ ଚାଲିଛି. ତା ସାଥୀକୁ ଆମେ ଅଳସୁଆ ମଧ୍ୟ ହୋଇ ଚାଲିଛୁ. ଏବେ ମୁ ଗାଁ କୁ ଯାଇଥିଲି.ଦେଖିଲି ଏହି ଅବସ୍ଥା. ପଚାରିବାରୁ କହିଲେ - " ବେଶି କଷ୍ଟକରିବା ଦରକାର କଣ? ତିନି ମାସରେ ବର୍ଷକର ଧାନ. ତା ସାଥୀକୁ ସରକାରଙ୍କର ତରଫରୁ ମାଗଣାରେ ଉପହାର. କଣ ଦରକାର ମୁଣ୍ଡ ବାଡେଇବା?" ଦେଖିଲି ସେମାନଙ୍କର ସନ୍ତାନ ମାନଙ୍କର ମଧ୍ୟ ସେଇ ବକ୍ତବ୍ୟ. କୋଠା ଘର ପିଟା ଚାଲିଛି କିନ୍ତୁ ଜୀବନ ଶୈଳୀର ଉନ୍ନତି ନାହିଁ. ବହୁତ ଦୁଃଖ ଲାଗିଲା. ମାନେ ମାନେ ଭଗବାନଙ୍କୁ ପ୍ରଣାମ କଲି ଯେ ବାପା କାକାଙ୍କ ଅମଳରେ ଏ ସୁବିଧା ନ ଥିଲା. ସମୟ ବଡ ବଳିୟାର. କିନ୍ତୁ ସମୟର ସୁବ୍ୟବସ୍ଥାକୁ ଠିକ ଉପାୟରେ ବିନିଯୋଗ ନ କରି ପରି ଏବେ ଦୁରବସ୍ଥା ଏବଂ ଦୁର୍ଦଶାର ଦ୍ୱାରରେ. ବିଷକୁ ଅଲଗା କରିବା ନିହାତି ଆବଶ୍ୟକ. ତା ନହେଲେ ଏବେର ନୀଳ ମାଟି ପାଣି ଆମ ଗଳାକୁ ନୀଳ କରିବା. ଜୟ ଜଗନ୍ନାଥ.
Khub AkarshaNiya Lekha
Post a Comment
2 comments:
Sir Pranam. ଆପଣଙ୍କର ଲେଖା 'ମାଟି' ପଢ଼ିଲି. ଖୁବ ସୁନ୍ଦର ହୋଇଛି. କିନ୍ତୁ ସାର Hybrid (ଉଚ୍ଚ ଉତ୍ପାଦନ) ପ୍ରଣାଳୀ ଆମ ଜଣ ବହୁଳ ଦେଶ ପାଇଁ ଆବଶ୍ୟକ. ଲୋକ ସଂଖ୍ୟା ବଢି ଚାଲିଛି କିଂନ୍ତୁ ତା ସାଥୀକୁ ଚାଷ ଜମିର ଅବନତି ମଧ୍ୟ ବଢି ଚାଲିଛି. କିଂନ୍ତୁ କଥାଟି ଠିକ ଯେ ମାଟି ବିଷ ହୋଇ ଚାଲିଛି. ତା ସାଥୀକୁ ଆମେ ଅଳସୁଆ ମଧ୍ୟ ହୋଇ ଚାଲିଛୁ. ଏବେ ମୁ ଗାଁ କୁ ଯାଇଥିଲି.ଦେଖିଲି ଏହି ଅବସ୍ଥା. ପଚାରିବାରୁ କହିଲେ - " ବେଶି କଷ୍ଟକରିବା ଦରକାର କଣ? ତିନି ମାସରେ ବର୍ଷକର ଧାନ. ତା ସାଥୀକୁ ସରକାରଙ୍କର ତରଫରୁ ମାଗଣାରେ ଉପହାର. କଣ ଦରକାର ମୁଣ୍ଡ ବାଡେଇବା?" ଦେଖିଲି ସେମାନଙ୍କର ସନ୍ତାନ ମାନଙ୍କର ମଧ୍ୟ ସେଇ ବକ୍ତବ୍ୟ. କୋଠା ଘର ପିଟା ଚାଲିଛି କିନ୍ତୁ ଜୀବନ ଶୈଳୀର ଉନ୍ନତି ନାହିଁ. ବହୁତ ଦୁଃଖ ଲାଗିଲା. ମାନେ ମାନେ ଭଗବାନଙ୍କୁ ପ୍ରଣାମ କଲି ଯେ ବାପା କାକାଙ୍କ ଅମଳରେ ଏ ସୁବିଧା ନ ଥିଲା.
ସମୟ ବଡ ବଳିୟାର. କିନ୍ତୁ ସମୟର ସୁବ୍ୟବସ୍ଥାକୁ ଠିକ ଉପାୟରେ ବିନିଯୋଗ ନ କରି ପରି ଏବେ ଦୁରବସ୍ଥା ଏବଂ ଦୁର୍ଦଶାର ଦ୍ୱାରରେ.
ବିଷକୁ ଅଲଗା କରିବା ନିହାତି ଆବଶ୍ୟକ. ତା ନହେଲେ ଏବେର ନୀଳ ମାଟି ପାଣି ଆମ ଗଳାକୁ ନୀଳ କରିବା. ଜୟ ଜଗନ୍ନାଥ.
Khub AkarshaNiya Lekha
Post a Comment