Wednesday, May 25, 2022

||| Bitpat Kuthar |||

25th May '22 MoKatha on nirvaynews.com invites your views and reviews:

8 comments:

Anonymous said...

ଲେଖାଟିର ମଜା ନେଲି ବ୍ୟାଙ୍କ ରେ ବସି। ପ୍ରକୃତରେ ରସିଆ ଭାବୁଥିଲା 4/5 ଦିନରେ ୟୁଦ୍ଧ ଶେଷ କରିବ କିନ୍ତୁ...। କେବଳ ସାମରିକ ଅସ୍ତ୍ରଶସ୍ତ୍ର ରେ ଯୁଦ୍ଧ ଜୟ ହେଇପାରିବ ନାହିଁ। ଲେଖାଟି ବହୁତ ସୁନ୍ଦର।
ଆମଦେଶ ର ସୈନିକ ହି ସର୍ବଶ୍ରେଷ୍ଠ । ଅଚାନକ ଚାଇନା ଆକ୍ରମଣ କଲା ବୋର୍ଡରେ ।ଫିର୍ ଭି ସୈନିକ ସାହାସିକତା କୁ ସଲାମ। ଗୁଂଜନ ତା ଆହତ ସାଥୀ କୁ ଏକୁଟିଆ କେମିତି ଫେରେଇ ଆଣିଥିଲା କାରଗିଲ୍ ୟୁଦ୍ଧ ରେ ହେଡ ଅଫିସରେ ଅର୍ଡ଼ରୁ କୁ ମାନିନଥିଲା
ଏଭଳି ପାଇଲଟ୍ ଯୋଦ୍ଧା କେଉଁଠି ????
ପ୍ରଥମ ବାକ୍ୟ ଟି ମୋତେ ଘୋଷିବାକୁ ପଡ଼ିବ।ବିନା ଦେଖି ଲେଖୁଛି
"ୟୁଦ୍ଧ ଯଦି କରି ବସିବ ସଂଗେ ଥିବ ଭାଇ
ଦୁଧ ଯଦି ପିଇ ବସିବ ସଂଗେ ଥିବ ଗାଈ।"

Anonymous said...

ହୃଷିକେଶ, ତୁମ ଲେଖାଟି ଯୁଗୋପୋଯୋଗି ହୋଇଛି। ସୁନ୍ଦର ବିଶ୍ଳେଷଣ। ଦୁଇ ଷଣ୍ଢ ଲଢେଇରେ ତଳେ ଥିବା ଘାସ ଗୁଡିକ ନିଶ୍ଛିନ ହେଲାଭଳି ଗୋଡାଏ ନିର୍ଦୋଷ ଜନତା ବଳି ପଡୁଛନ୍ତି। ୟୁକ୍ରେନର୍ ଇମାରତ୍ ସବୁ ମାଟିରେ ମିଶି ଗଲାଣି। ନେତା ମାନେ ନିଜ ଜିଦ୍ ରେ ଅଟଳ। ଆମ ଗାଆଁରେ ଗୋଟାଏ ଵାଶରମେନ୍ ପରିବାର ଥିଲା। ସେମାନେ ବହୁତ ଧନୀ ହୋଇଗଲେ ଏବଂ ଆଉ ଲୁଗା ଧୋଇଲେ ନାହିଁ। ଆମ ଗାଆଁ ର କିଛି ଲୋକ ବୁଦ୍ଧି କରି ଦୁଇ ଭାଇଙ୍କ ମଧ୍ୟରେ ଝଗଡା କରାଇଲେ। କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଗଲା। ପାଞ୍ଚ ସାତ ବର୍ଷ ପରେ ସେମାନେ ରାସ୍ତାକୁ ଆସିଗଲେ ଏବଂ ଲୁଗା ଧୋଇବା ଆରମ୍ଭ କରିଦେଲେ। ସମାନ ଅବସ୍ଥା ଭୋଗ କରୁଛନ୍ତି ରୁଷିଆ ଓ ୟୁକ୍ରେନ। ଆଗରୁ ସମସ୍ତେ ଥିଲେ ଗୋଟାଏ ଦେଶ। ଆମେରିକା କୂଟନୈତିକ ଜାଲ ବିଛାଇ ଖଣ୍ଡ ଖଣ୍ଡ କରି ଦେଲା। ଏବେ ଆମେରିକା ଏବଂ ବ୍ରିଟେନ ଆଦି ୟୁରୋପୀୟ ଦେଶ ମାନେ ଏ ଦୁଇ ଦେଶର ଲଢେଇରେ ମଜା ନେଉଛନ୍ତି। ଆମେରିକା ତାର ପୁରୁଣା ଓ ଅଦରକାରୀ ଅସ୍ତ୍ର ଗୁଡ଼ିକ ପଠାଇ ଦେଇ ବାହାବା ମାରୁଛି ଆମର ଯେମିତି କିଛି ଲୋକ ବନ୍ୟା ପିଡିତଙ୍କ ପାଇଁ କିଛି ପୁରୁଣା ପେଣ୍ଟ୍ ସାର୍ଟ ଓ କପଡା ପଠାଇ ଦାନି ବୋଲି ଭାବନ୍ତି।

Anonymous said...

Beautiful creation. Meaningful analysis. Best wishes for many more to come from your pen.

Anonymous said...

Very nice post. The world avoided a world war by the reasonable decisions of many nations. Unlike China, Russia seems to be more interested in controlling its former republics than reoccupying these back to increase its size..

Anonymous said...

Dear Sir, bahut bhala lagila, jemiti lagila 110 days war ku aapana 10 mins summarize karideichhanti with proper analysis and comparison, pros and cons, and where india stand...

Anonymous said...

Bitpata is the most appropriate word to describe Russia Ukraine War. Mahabharat ,Ramayana ki world war ra learnings tharu ae war sampoorna alaga. Ultimately what will be the gain. Power has made everyone blind. World has started forgetting that the longest war in the living memory is still on. Final result will be only Bitpata.
Thanks for sharing.

Anonymous said...

The one thing common in both Mahabharat and Maharussia war is that, lives of millions of people is lost and ruined on the altar of pride, vanity, ego of two powerful rivals. Sir, who you've termed as brothers for their roles here; are in fact the real enemies due to whom a rich, strong and technically advanced country is completely destroyed today.
I feel, the ethical conflict between the two brotherly nations was fuelled to a mega war by them who were their common rivals👍

Anonymous said...

Respected Sir, I read the article. I also found the essence what I understand is whenever super power is enacting anything, what is the role of the other members in the UNO? If someone is not abiding the rules, the steps may be taken against of the indiscipline members for the interest of the whole world. It is not happening. everyone is wanting to show her own power before the other member countries. In conclusion, the whole world is suffering. It is the sign of next world war. Namaskar Sir.