Thursday, April 25, 2013

MARTYRS watching .......


LATE MY COUNTRY BLOW THE BEGUILE OF WAR AGAINST ANY INCURSION ...
MARTYRS watching .......
(in cellular Jail)

ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !

ମନ୍ତର

ଆଜିର ପ୍ରହେଲିକା
--------------------------------------------

କଦଲୀ  ମନ୍ତର ସଜ ଗୁଆ ଘିଅ
ପିଠା କୁ ମନ୍ତର ଜୁଆଣୀ

ପଣସ ମନ୍ତର ପାଚିଲା କଦଲୀ
ମୁରୁଖ ମନ୍ତର କହୁଣୀ |
----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ

Wednesday, April 24, 2013

Torture


ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !

Photo: ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !


The tortures of British at Cellular Jail .... 

Some gave their lives  then
Some make their lives now

ପରିଗୁଣ


ଆଜିର ଢଗ
---------------
ଗାଁ ପରିଗୁଣ ଧୋବା ତୁଠରୁ ଦିଶେ
ବନ୍ଧୁ ପରିଗୁଣ ଦୁରୁ  ଦେଖି ଯେ ହସେ |
ପୁଅ ପରିଗୁଣ ମା ବାପ କୁ ଯେ ପୋଶେ
ପ୍ରଭୁ ପରିଗୁଣ ମଧୁର ବଚନ ଭାସେ |

----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ

Tuesday, April 23, 2013

ଅଣଖୁଆ

ଆଜିର ଢଗ
---------------
ଅଣଖୁଆ କାହିଁ ଆଖୁ ହୋଇବକି 
ବଣଭୁଆ ହେବ ବାଘ ?
କଣ ଭୁଆସୁଣୀ ସଭାରେ ବସିବ 
ଛଣ ଗୁଂଡି ହେବ ଶାଗ ?

----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ

ଅଣବାହୁଡା

ଆଜିର ଢଗ
---------------
ଅଣବାହୁଡା ରୁକୁଣ| ରଥ 
ଅଣବାହୁଡା ଶର

ଅଣବାହୁଡା ତୁଣ୍ଡ୍ ର କଥା 
ଅଣବାହୁଡା ଝର |

----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !

Photo: ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !