Wednesday, April 24, 2013

ପରିଗୁଣ


ଆଜିର ଢଗ
---------------
ଗାଁ ପରିଗୁଣ ଧୋବା ତୁଠରୁ ଦିଶେ
ବନ୍ଧୁ ପରିଗୁଣ ଦୁରୁ  ଦେଖି ଯେ ହସେ |
ପୁଅ ପରିଗୁଣ ମା ବାପ କୁ ଯେ ପୋଶେ
ପ୍ରଭୁ ପରିଗୁଣ ମଧୁର ବଚନ ଭାସେ |

----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ

No comments: