Friday, April 19, 2013

ଅମିନ

An Odia say in a couplet ...

From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ

ଅମିନ ଅଈଲେ ହଜାର
ରହିଲେ ମଝି ଖଂଜାର
ଖାଇଲେ ବଡ଼ ମଜାର
ବୁଲିଲେ ଯାଇ ବଜାର
ପାଲି ପକାଇଲେ ସୁଜାର
ଶେଷ ବେଳକୁ କହିଗଲେ -
ଜେଝା ଜମି ଜେଝାର |

No comments: