Tuesday, April 30, 2013

ଫସଟ

Odia Sayings .... Need Odia font to read .... Meaning in English.

ଆଜିର ଢଗ
------------------------------
ଗୋଦର ଗୋଡିଆ ହେଲେ ଆପଟ
ପ୍ରଭୁ ହୋଇ ଯେବେ କରେ କପଟ
ପହିଲି ବେପାରେ ପଡେ ଚପଟ
ଘୋଡା ହୋଇ ଯେବେ ନାହିଁ ଝପଟ
ଧାନ ବୁଣା ଯେବେ ହୁଏ ଦୋପଟ
ଡାକୁଆର ଯେବେ ନାହିଁ ରପଟ
ଭଣ୍ଡାରୀ ମୁଠୀ ନାହିଁ ଚଟପଟ
ବୋଲେ ଦନାଇ ଏସବୁ ଫସଟ

All these are disastrous when

a master is treacherous,
a business hits wall at early
a barber being lazy
a horse and mailer does not run
a farmer misses sowing season ...

-------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.
--------------------------------

No comments: