Thursday, August 29, 2013
AMRUTA FALA
Started Reading this Odia Classic Novel 'AMRUTA FALA' (The Nectar Fruit) by Manoja Das. He has won 'Saraswati Samman' in 2000 for this work. Any of you have read this? Please Put your comment if you have any on this book. http://en.wikip
edia.org/wiki/Saraswati_Samman
Wednesday, August 28, 2013
Pandit Godabarisha Mishra
Have you read this autobiography (of Pandit Godabarisha Moshra) ? I just finished it. This book has own Kendra Sahitya Academy Award. Any comment on this book if you have read it? If you have not read yet, I strongly recommend for a reading.
Wednesday, August 14, 2013
ଅନ୍ଧାରରେ ଚାଲି
ଅନ୍ଧାରରେ ଚାଲି (Walking into Dark)
(The 1st Stanza of my new Odia Poem)
..........................................................
ତୁମେ ଆସ ଅନ୍ଧାରରେ ରାତି ବୁକୁ ଚିରି |
ଜହ୍ନରୁ ଆଲୁଅ ସବୁ ଚୋରୀ କରି |
କେଉଁଠି ଲୁଚାଅ କେଜାଣି ?
ଆଖି କଜଳ ଧାରରେ ହଜି
ଭୁଲିଯାଏ ନିଜେ ନିଜର କାହାଣୀ |
--------Walking into Dark.......................
Splashing the liquids of dark you come,
Stealing the light of moon you come ..
Where do you hide all those
So, I forget self , and I forget
with my eye-liners waiting,but you come.
-------------------------------------------
ଅନ୍ଧାରରେ ଚାଲି (Walking into Dark)
(The Last Stanza of my new Odia Poem)
ଅନ୍ଧାରରେ ଚାଲେ, ଚାଲେ କେଉଁ ଅମୁହାଁ ରାସ୍ତାରେ -
ଇଏ କ'ଣ ? ଶଯ୍ୟା ମୋର ଶୀତଳ ବରଫ ଉପର?
ମୁହୂ୍ର୍ତର ଶେଷ ପ୍ରାନ୍ତେ ମୁଁ ଶୋଇବୀ ଏବେ ;
ଇଏ କେଉଁ ମୁହଁ ଦୁଇ ଦରଦ ରେ ଡାକେ |
ମୁଁ ତ ନାଚାର ଏବେ, ତୁମ ଡାକରାରେ;
ଶେଷଥର ପାଇଁ ମୁଁ ପଚାରେ ତୁମେ କିଆଁ ଡାକିଲ ଅକାଳେ ?
--------Walking into Dark.......................
Walking into dark in no-return road.
What it's - ice and ice cold slab is my bed ?
On the end of this moment now, I'll sleep
Who are they calling with all my weep?
I'm over, will 'I ' be no more
But, tell me why,
Why did you call me forever?
(The 1st Stanza of my new Odia Poem)
..........................................................
ତୁମେ ଆସ ଅନ୍ଧାରରେ ରାତି ବୁକୁ ଚିରି |
ଜହ୍ନରୁ ଆଲୁଅ ସବୁ ଚୋରୀ କରି |
କେଉଁଠି ଲୁଚାଅ କେଜାଣି ?
ଆଖି କଜଳ ଧାରରେ ହଜି
ଭୁଲିଯାଏ ନିଜେ ନିଜର କାହାଣୀ |
--------Walking into Dark.......................
Splashing the liquids of dark you come,
Stealing the light of moon you come ..
Where do you hide all those
So, I forget self , and I forget
with my eye-liners waiting,but you come.
-------------------------------------------
ଅନ୍ଧାରରେ ଚାଲି (Walking into Dark)
(The Last Stanza of my new Odia Poem)
ଅନ୍ଧାରରେ ଚାଲେ, ଚାଲେ କେଉଁ ଅମୁହାଁ ରାସ୍ତାରେ -
ଇଏ କ'ଣ ? ଶଯ୍ୟା ମୋର ଶୀତଳ ବରଫ ଉପର?
ମୁହୂ୍ର୍ତର ଶେଷ ପ୍ରାନ୍ତେ ମୁଁ ଶୋଇବୀ ଏବେ ;
ଇଏ କେଉଁ ମୁହଁ ଦୁଇ ଦରଦ ରେ ଡାକେ |
ମୁଁ ତ ନାଚାର ଏବେ, ତୁମ ଡାକରାରେ;
ଶେଷଥର ପାଇଁ ମୁଁ ପଚାରେ ତୁମେ କିଆଁ ଡାକିଲ ଅକାଳେ ?
--------Walking into Dark.......................
Walking into dark in no-return road.
What it's - ice and ice cold slab is my bed ?
On the end of this moment now, I'll sleep
Who are they calling with all my weep?
I'm over, will 'I ' be no more
But, tell me why,
Why did you call me forever?
Monday, August 12, 2013
ଦେଖିଛ ବାଘ ଆସିବାର
A stanza of my new Odia Poem ...
"Have you Seen Tiger Coming"
----------------------------------------
ତୁମେ କଣ ଦେଖିଛ ସତରେ
ସଂଜ ବେଳେ ବାଘ ଅସିବାର !
ଦେଖିଛ ସତେ ତା ରୂପ କଳେବର |
ବାଘ କଣ ଗୋଟି ଗୋଟି ଗଢା
ବାଟ ଜଗିବାକୁ ଯେଝା ଯେଝାର |
ତୁମେ କଣ ଦେଖିଛ ସତରେ
ସଂଜ ବେଳେ ବାଘ ଅସିବାର !
...........................
ଡାକ ଡାକ ମୋ କୋଳକୁ ମୁଁ କୋଳେଇ ନେବି |
ଆଖିର ଆଖିରେ ଥରେ ପୁରୁଣା ଛବି ମୁଁ ଦେଖିବି |
ଅଭୁଲା ଓ ଭୁଲା ସ୍ମୃତି ସବୁକୁ ଗୋଟାଇ
ପିଠି-ଭରା କାନ୍ଥ-ଛାପରେ ଲେଖିବି |
ତୁମେ କଣ ଦେଖିଛ ସତରେ
ସଂଜବେଳେ ବିଲେଇ କି ବାଘ ଅସିବାରେ?
---------------------------------------
English
---------------------------------------
Have you really seen the tiger coming?
Does it really come always in eveining?
Do you know really how is't
How does its snarl to look at?
Are they really made for each
Made to guard and catch ?
Have you really seen the tiger coming?
Does it really come always in eveining?
..............................................
Get it, I'll embrace and lap it up
And will watch the frozen snaps in its eyes.
Carrying all those forgotten and not so
will write those on shadow of times|
Have you really seen in evening
cat or tiger coming ?
"Have you Seen Tiger Coming"
----------------------------------------
ତୁମେ କଣ ଦେଖିଛ ସତରେ
ସଂଜ ବେଳେ ବାଘ ଅସିବାର !
ଦେଖିଛ ସତେ ତା ରୂପ କଳେବର |
ବାଘ କଣ ଗୋଟି ଗୋଟି ଗଢା
ବାଟ ଜଗିବାକୁ ଯେଝା ଯେଝାର |
ତୁମେ କଣ ଦେଖିଛ ସତରେ
ସଂଜ ବେଳେ ବାଘ ଅସିବାର !
...........................
ଡାକ ଡାକ ମୋ କୋଳକୁ ମୁଁ କୋଳେଇ ନେବି |
ଆଖିର ଆଖିରେ ଥରେ ପୁରୁଣା ଛବି ମୁଁ ଦେଖିବି |
ଅଭୁଲା ଓ ଭୁଲା ସ୍ମୃତି ସବୁକୁ ଗୋଟାଇ
ପିଠି-ଭରା କାନ୍ଥ-ଛାପରେ ଲେଖିବି |
ତୁମେ କଣ ଦେଖିଛ ସତରେ
ସଂଜବେଳେ ବିଲେଇ କି ବାଘ ଅସିବାରେ?
---------------------------------------
English
---------------------------------------
Have you really seen the tiger coming?
Does it really come always in eveining?
Do you know really how is't
How does its snarl to look at?
Are they really made for each
Made to guard and catch ?
Have you really seen the tiger coming?
Does it really come always in eveining?
..............................................
Get it, I'll embrace and lap it up
And will watch the frozen snaps in its eyes.
Carrying all those forgotten and not so
will write those on shadow of times|
Have you really seen in evening
cat or tiger coming ?
ଆମ ଚାନ୍ଦ
A Stanza of my new Odia poem (Our Moon)
-------------------------------------------------
ଆସ ଆମ ଚାନ୍ଦକୁ ଛୁଇଁଵା
ତାଠୁଁ ତୋଳି ଆଂଜୁଳା ଆଂଜୁଳା ଜୋଛନା
ମନ ଅଗଣାରେ ଆସ ପାରିଦେବା;
ବସି ବାଡିପଟ ଵଉଳ କୁଂଜରେ ଆସ ବଖାଣିବା
କେମିତି ଆଗରୁ
ନଡିଆ ପତର ଫାଂକରେ ଜହ୍ନ ଦିଶୁଥିଲା !
------------------------------
Let's go and touch our moon;
Harvest hands-full of it cool.
Let's fill our backyards
And decorate the grooves ,
The grooves of of Bakuls;
Narrate the twinkles and blinks
And peeps of the past through
the shining leaves-
The leaves of front-yard coconut trees!
-----------------------------------------
Hrushikesha Mohanty
Subscribe to:
Posts (Atom)