Monday, August 12, 2013

ଦେଖିଛ ବାଘ ଆସିବାର

A stanza of my new Odia Poem ...
"Have you Seen Tiger Coming"
----------------------------------------
ତୁମେ କଣ ଦେଖିଛ ସତରେ
ସଂଜ ବେଳେ ବାଘ ଅସିବାର !
ଦେଖିଛ ସତେ ତା ରୂପ କଳେବର |
ବାଘ କଣ ଗୋଟି ଗୋଟି ଗଢା
ବାଟ ଜଗିବାକୁ ଯେଝା ଯେଝାର |
ତୁମେ କଣ ଦେଖିଛ ସତରେ
ସଂଜ ବେଳେ ବାଘ ଅସିବାର !

...........................
ଡାକ ଡାକ ମୋ କୋଳକୁ ମୁଁ କୋଳେଇ ନେବି |
ଆଖିର ଆଖିରେ ଥରେ ପୁରୁଣା ଛବି ମୁଁ ଦେଖିବି |
ଅଭୁଲା ଓ ଭୁଲା ସ୍ମୃତି ସବୁକୁ ଗୋଟାଇ
ପିଠି-ଭରା କାନ୍ଥ-ଛାପରେ ଲେଖିବି |
ତୁମେ କଣ ଦେଖିଛ ସତରେ
ସଂଜବେଳେ ବିଲେଇ କି ବାଘ ଅସିବାରେ?
---------------------------------------
English
---------------------------------------
Have you really seen the tiger coming?
Does it really come  always in eveining?
Do you know really  how is't
How does its snarl to look at?
Are they really made for each
Made to guard and catch ?
Have you really seen the tiger coming?
Does it really come always in eveining?
..............................................

Get it, I'll embrace and lap it up
And will watch the frozen snaps in its eyes.
Carrying all those forgotten and not so
will write those on shadow of times|
Have you really seen in evening
cat or tiger coming ?

1 comment:

Anonymous said...

bahut bhabanaashila....