Wednesday, August 14, 2013

ଅନ୍ଧାରରେ ଚାଲି

 ଅନ୍ଧାରରେ ଚାଲି (Walking into Dark)
(The 1st Stanza of my new Odia Poem)
..........................................................
ତୁମେ ଆସ ଅନ୍ଧାରରେ ରାତି ବୁକୁ ଚିରି |
ଜହ୍ନରୁ ଆଲୁଅ ସବୁ ଚୋରୀ କରି |
କେଉଁଠି ଲୁଚାଅ କେଜାଣି ?
ଆଖି କଜଳ ଧାରରେ ହଜି
ଭୁଲିଯାଏ ନିଜେ ନିଜର କାହାଣୀ |
--------Walking into Dark.......................
Splashing the liquids of dark  you come,
Stealing the light of moon you come ..
Where do you hide all those
So, I forget self , and I forget 
with my eye-liners waiting,but you come.
-------------------------------------------
 ଅନ୍ଧାରରେ ଚାଲି (Walking into Dark)
(The Last Stanza of my new Odia Poem) 

ଅନ୍ଧାରରେ ଚାଲେ, ଚାଲେ କେଉଁ ଅମୁହାଁ ରାସ୍ତାରେ -
ଇଏ କ'ଣ ? ଶଯ୍ୟା ମୋର ଶୀତଳ ବରଫ ଉପର?
ମୁହୂ୍ର୍ତର ଶେଷ ପ୍ରାନ୍ତେ ମୁଁ ଶୋଇବୀ ଏବେ ;
ଇଏ କେଉଁ ମୁହଁ ଦୁଇ ଦରଦ ରେ ଡାକେ |
ମୁଁ ତ ନାଚାର ଏବେ, ତୁମ ଡାକରାରେ;
ଶେଷଥର ପାଇଁ ମୁଁ ପଚାରେ  ତୁମେ କିଆଁ ଡାକିଲ ଅକାଳେ ?
--------Walking into Dark.......................
Walking into dark in no-return road.
What it's - ice and ice cold slab is my bed  ?
On the end of this moment now, I'll sleep
Who are they calling with all my weep?
I'm over, will  'I ' be no more
But, tell me why,
Why did you call me forever?

No comments: