Wednesday, May 14, 2014

||| 518: TOUCH ME AND RUN |||

ଅସ୍ତଗାମୀ ସୁରୁଜ ତରତର, ସତେ ମାଗୁଛି ମେଲାଣି
ଯିବାକୁ ବହୁତ ବାଟ, ଏଠୁ ଛାଡି ଗଲା ପରେ |
କେଉଁଠିକୁ ଯିବ ?  କେମିତି ବି ଯିବ ? କିନ୍ତୁ ଯିବ
ସେମତିତ ସମୟ ଦଉଡେ|
ଛୁଇଁ ଦିଅ ମୋତେ ଶୀଘ୍ର ଛୁଇଁ ଦିଅ ଥରେ !
------------------------------------------
Setting Sun in hurry asks goodbye
On leaving pat, has to cross a vast.
Not aware of where and how
Are things to come
But that's how one to catch on
Touch me touch me, touch me and  run !
--------------------------------------------

No comments: