Friday, May 9, 2014

୫୧୭: ସ୍ମୃତି - Remembrance

ହେ ମୋର ବିଗତ
ସ୍ମୃତି ଆଗୋ , ମୋ' ଇତିହାସ
କିଆଁ ଆସି ଗୋଡକୁ କଚାଡ
ମୋ ଦୁଆର ବନ୍ଧ ଉପରେ
ସତେ କଣ ଅଧିକାର ଜାହିର ନିଶାରେ !
ଆସି ପୁଣି ମୋ ବୈଠକ ଖାନାରେ ବାରମ୍ବାର
ପଚାର ଏତେ ସବୁ କେଉଠୁଁ ଆସିଲା
କାଚ କାନ୍ଥ ଆଲମାରୀ ଥାକରେ ଏତେ ସବୁ କିଏ ସେ ରଖିଲା |
-----------------English----------------------------
Oh! my past, my remembrance and my history
Why do you thump me at my door-step?
Wishing you can ponce one me,
Numb me make me comlpy what you say?
You again come again into my room living
And asking me where from all these come
And  on glass cupboard shelf 
who has assured new stuffs for some.
----------9th May 2014----------------------------


No comments: