Saturday, October 10, 2015

BARNAGITI :: 11-21






13 comments:

Anonymous said...

ଓ"ଡିଆ ଭାଷାରେ ଲିଖିତ ଆପଣଙ୍କ କବିତାଗୁଡିକ ଖୁବ୍ ମନଛୁଆଁ ସାର୍!

Anonymous said...

କଲମମୁନରେ ହୃଦୟ ରଖି
କବିତା ଆପଣ ଯା'ନ୍ତି ଲେଖି...

Anonymous said...

ସାର୍, ଇଥର ଆମର ଆଡର ପଦଟେ ଲେଖଲେ, ଭଲ ଲାଗଲା, ଧନ୍ୟବାଦ !

Anonymous said...

ଖୁବ୍ ସୁନ୍ଦର, ଖୁବ୍ ସୁନ୍ଦର
କବିତା ହୋଇଛି ଆପଣଙ୍କର!

Anonymous said...

ଖୁବ୍ ସୁନ୍ଦର୍, ସୁନ୍ଦର୍ ଖୁବ୍ ମନ୍ ଘିନିନେଲେ କବି ସାହେବ୍ ।

sankarsan malik said...

great sir....so much of creations here; 100s of... grt sir..very nice comments....
ur creation is very unique and time need and reality ..I will get ur whole sankalan...soft version is not coming due to slow net...Jagannath karantu apana odisha pain nutan asha ra alok hei thia huanathu

Anonymous said...

ଚତୁରରୁପେ ଛନ୍ଦିଦେଇ ଶବ୍ଦମାନ
ଚକିତ କରନ୍ତି ଜାଦୁଗର ସମାନ

Anonymous said...

ଚତୁର୍ଦ୍ଦିଗ ଆଜି ରଙ୍ଗିନ ଫୁଲର ରଙ୍ଗରେ ଯାଇଛି ରଙ୍ଗେଇ ।
ଆପଣଙ୍କ ଶବ୍ଦମାଳା ଫୁଲରଙ୍ଗକୁ ବି ଦିଅନ୍ତି ଫିକା ପକେଇ ।।

Anonymous said...

ଛ ଅକ୍ଷରେ ଲେଖିଲେ ଛନ୍ଦଣି,
ପଢ଼ିଲା ପରେ ମନ ନେଲା କିଣି ।

Anonymous said...

ଜନମି କବିତା କବିଙ୍କ ହଦୟେ
ଜଗତେ ଭାବୁକଙ୍କ ମନ ମୋହେ

Anonymous said...

ରବିବାର ଟା ହେଲା #ଝଲମଲ ପଢ଼ି ଝଲମଲ ଗୀତି,
ସଂସାର ଝଞ୍ଜାରୁ ମୁକତି ପାଇଁକି ହୃଦେ ଲୋଡ଼ା ଏକା ପ୍ରୀତି।

Anonymous said...

ଝରା ଫୁଲ ପରି ଝରିଯାଏ ଆପଣଙ୍କ ଏହି ବର୍ଣ୍ଣ‌ଗୀତି,
ଝ ଅକ୍ଷରେ ଝଲମଲ କରୁଅଛି ଆଜି ଆପଣଙ୍କ ଏ ଗୀତି ।

Anonymous said...

ପୁରା ଟିପିକାଳ ଓଡ଼ିଶୀ ଶବ୍ଦ-ଝଷକେତନ, ଝଞ୍ଜାନିଳ ବି କେଡ଼େ ସୁନ୍ଦରେ ଖଞ୍ଜାଯାଇଛି ଆଉ!