ସମୟ ଯେତେବେଳେ ଆସିଯାଇଛି
ସେତେବେଳେ ମାନିନେଲେ ଭଲ
ବାସ ମୋର ପରିଧି ଉପରେ
ଆଦରି ଆନନ୍ଦରେ, ଶରଶଯ୍ୟା;
ସତେ ଯେମିତି ସେଥିରେ ହିଁ, କେବଳ ମର୍ଯ୍ୟାଦା |
----------Its English-------------------------
As time has come
Good in oblizing to sleep on boundary line
For that brings
Me my due of peace and happiness;
Being on the bad of arrows, I'm sure
It befits me as time indicates !
-----------------------------------------------
Monday, March 31, 2014
!!! ୫୧୩: ଆଗରେ ଜୀବନ: Life Ahead !!!
(First two Stanza of my new Poem in Odia and English)
କାଟିକୁଟି ଯେତେ ସବୁ ଡୋର
ତଳେ ପଡିବାର ଅଛି ଅବା ସୁଖ
ଭୁଲିଯାଇ ଖୁସି ଉଡିବାର |
ଜଟାୟୁ ଜୀବନ ...
ଅଛି ଅବା ସୁଖ ହାରିବାର'
କେବଳ ଶାନ୍ତ୍ଵନା ସ୍ମୃତିକୁ
କି ସୁଖ ବା ଅଛି ଚାହିଁବାର
ଯେବେଥାଏ ଅପେକ୍ଷା କେବଳ |
------------------------------------
Is there pleasure after, Dissolving all the holdings
Forgetting the pleasure of flight ? Well could there be a pleasure after !
The life of a Jatayu ... Possibly, happy on defeats and departure
Only solace lies in memories after. What's the pleasure of wanting
If there are waits only in store lurking !
----------------------------------------

Thursday, March 27, 2014
!!! ଦ୍ବିତୀୟ ବସନ୍ତ :: The Second Spring !!!
(My Odia Poem from book 'Aparahna' the third analogy of Odia Poems ),
ପ୍ରଥମ ବସନ୍ତ ଚାଲିଗଲ ପରେ
ଯେଉଁ ଫୁଲଗଛ ଥିଲେ, ବିକଳ ହେଲାରୁ
ପଛଗେଟ୍ ଦେଇ ଦ୍ବିତୀୟ ବସନ୍ତ ଆସିଛି
ସେଲାଇନ୍ ଶିଶୀକୁ ଲୁଚାଇ
ଓ ମୁଁହରେ ହସ ଝଲକାଇ |
ଫୁଲମାନେ ସୁସମ୍ଭାବନାରେ ବହେ ହସିଗଲେ
ନିଜେ ନିଜେ ନାଚିବି ଗଲେ ଛନ୍ଦାଛନ୍ଦି ହୋଇ
ଥିରି ଥିରି ପବନରେ |
ବଗିଚା କହୁଛି, 'ଆହା, ବସନ୍ତ ଆସିଛି ପୁଣି
ମୋ ଅଗଣାରେ'|
ପ୍ରଥମ ବସନ୍ତ ହସି କହେ -
ଏମିତିକି ବସନ୍ତ ଆସେ କାହାରି କଥା ରେ ?
ସେ ଆସେ ତା' ନିଜ ରାସ୍ତାରେ ଓ
ପୁଣି ଚାଲିଯାଏ ସମୟ ସାଥିରେ |
http://mokatha.blogspot.in/2011/05/aparahna-cover-pages.html
------------English Translation---------------------------------
On departure of the first spring long after
Much to the laments of plants flower
The second spring creeps in
At times through the back gate,
On hiding saline bottle it holds,
Rains its peel of laughter else.
Flowers dance on sweet possiblities
Remembering the last the garden had;
Oh! the spring is here again!
The shadow of the past laughs and teases
Asks, 'is it the way that spring comes ?
Spring comes on its way itself
And leaves on its own as time passes.'
----------------------------------------------------

!!! ସ୍ବପ୍ନ: Dream !!!
କି ସ୍ବପ୍ନ ଦେଖିଥାନ୍ତି ସେତେବେଳେ,
ଯେବେ ସମସ୍ତେ କହୁଥିଲେ - ଦେଖ ଦେଖ
ଆଗକୁ, ରଂଗୀନ ଭବିଷ୍ୟତ କୁ |
ଆଂକି ଦେ ତୋ କାନଭାସ୍
ଆମ ତୁଲୀ ରେ ନେଇ ଆମ ରଂଗ |
ମୁଁ କିଛି ଦେଖୁନଥିଲି
କିନ୍ତୁ ଆଂକୁଥିଲି
ସେମାନଂକ ଆଖିରେ ଯାହା ଦେଖୁଥିଲି |
ଏଟା କୁ କଣ ସ୍ବପ୍ନ ଦେଖିବା କହନ୍ତି ?
-----------------------------------------
ମୋ ବହି 'ଅପରାହ୍ନ' ରୁ ସଂଗୃହିତ ...
-----------------------------------------
What could I have dreamt when
Forced to see their drams in me'
Encouraging me giving their brush and colors
to paint my canvas.
Future is filming
But, will you call it, my own dreaming ?
-------------------------------------------
From 'Aparahna' (The Afternoon)
my Odia Anthology of Poems

!!! ଇଛା !!!
ଖରାର୍ ବାଁପ ସଂଗେ ମତେ ନେ , ସରଗ୍ ସୁଖ୍ ଦେଖେଇ
ବର୍ ସାର୍ ଧାର୍ ସଂଗେ ଦେ, ମନ୍ ମେଲା ବୁତ୍ ରାଇ |
ଶିତଲ୍ ସାଂଗେ ସଖା କରିଦେ, ସାଧ୍ନା ବେଦୀ ନେ ବସେଇ
ଋତୁମାନ୍କର ଆଏତେ ମତେ, ଦେ ଅମୃତ୍ ଚଖେଇ |
---------------------------------------------
ଲେଖା : ଅଖୋଜ୍ କୁମର୍ ଷାଣ୍ଡ. ପ୍ରଣବ ମାର୍ଚ୍ ୨୦୧୪

Wednesday, March 26, 2014
!!! Odia Doggerel 26/3/14 !!!
ଢଗଢମାଳି ( Odia Doggerel, Sense in English too) 26/3/14
-----------------------------------------------------------------
Borrows unlimited, offering lives as sacrifices
Pampering kids with duty neglects are bad
As planting banana in rains. Bring one's ends
Choosing perverts for playing dice'
Who can save them as Daniel tells !
---------------------------------------------------------
ଉଦ୍ଧୃତ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
-----------------------------------------------------------------
କାଳି ନସୁଝି ଯେ ମାଗଇ କାଳି , କାରତିକେ ବୈଶାଖେ ପକାଏ ବଳି
ପିଲା ଗେଲ କରେ ଭାତ ନଗାଳି, ଆଷାଢ ଶ୍ରାବଣେ ପୋତେ କଦଳୀ
ଖଳସଂଗେ ଯେ ବଶେ ପଶାଖେଳି , ପାଦେ ପକାଉ ପାଦ ହୁଏ ଘୋଳି|
--------------------Eng.------------------------------
ପିଲା ଗେଲ କରେ ଭାତ ନଗାଳି, ଆଷାଢ ଶ୍ରାବଣେ ପୋତେ କଦଳୀ
ଖଳସଂଗେ ଯେ ବଶେ ପଶାଖେଳି , ପାଦେ ପକାଉ ପାଦ ହୁଏ ଘୋଳି|
--------------------Eng.------------------------------
Pampering kids with duty neglects are bad
As planting banana in rains. Bring one's ends
Choosing perverts for playing dice'
Who can save them as Daniel tells !
---------------------------------------------------------
ଉଦ୍ଧୃତ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
Subscribe to:
Posts (Atom)