Tuesday, October 16, 2012

ବାହୁ ଯୁଗଳ

ବାହୁ ଯୁଗଳ
------------------------------------------------
ଶରତ ର ମୃଦୁ ବିସ୍ତୃତି ପରି
ଶୋଭା ତୁମର ସେ ହାତ ଯୁଗଳ
ସତେ ଆଦରି ନେବାକୁ ମୋତେ  ତୁମ ବୁକୁ ପରେ;
କେଉଁ ଅଜଣା ଅନ୍ବେଷଣେ ମୋ ଆଖି ଘୁରି ଘୁରି ବୁଲେ |


----------------------------------------------------------------
This is the first stanza of my 476th poem written on 16th Oct. '12.

No comments: