Thursday, October 18, 2012

ଅନ୍ବେଷଣ

ଇଏ କେଉଁ ଲୋଡା, ଇଏ କେଉଁ ଖୋଜା ତାକୁ
ଯାହାର ନାହିଁ ନିଜ ରୂପ ନାହିଁ ବି ଆକାର |
ତେବେବି ମୁଁ ଖୋଜେ ସକାଳେ ଖରାରେ, ଜହ୍ନର ଶୀତଳ ସ୍ପର୍ଶରେ
ବୁଝିବାକୁ କାହିଁକି ଏମିତି ମୋ ହସ୍ତାକ୍ଷର |


''''''''''''''''''''''''''''''
A stanza of 477th poem Anweshan ... The Search

No comments: