ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
Who prefers to stare at Chinese on border like this?
Tuesday, April 30, 2013
ଫସଟ
Odia Sayings .... Need Odia font to read .... Meaning in English.
ଆଜିର ଢଗ
------------------------------
ଗୋଦର ଗୋଡିଆ ହେଲେ ଆପଟ
ପ୍ରଭୁ ହୋଇ ଯେବେ କରେ କପଟ
ପହିଲି ବେପାରେ ପଡେ ଚପଟ
ଘୋଡା ହୋଇ ଯେବେ ନାହିଁ ଝପଟ
ଧାନ ବୁଣା ଯେବେ ହୁଏ ଦୋପଟ
ଡାକୁଆର ଯେବେ ନାହିଁ ରପଟ
ଭଣ୍ଡାରୀ ମୁଠୀ ନାହିଁ ଚଟପଟ
ବୋଲେ ଦନାଇ ଏସବୁ ଫସଟ
All these are disastrous when
a master is treacherous,
a business hits wall at early
a barber being lazy
a horse and mailer does not run
a farmer misses sowing season ...
------------------------------ -
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.
------------------------------ --

Monday, April 29, 2013
near almost at the origin of Teesta River
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
Our Son Vakul with his mother ....
କେମିତି ?
Odia Sayings .... Need Odia font to read .... Meaning in English at the end.
ଆଜିର ପ୍ରହେଲିକା
------------------------------
ଗାଈ କିଣିବା ଦୁହିଁ , ବଳଦ କିଣିବ ମୋହିଁ
ଆମ୍ବ କିଣିବ ଖାଇ, ଦନାଇ କିଣିବ କଅଁଲ ବଚନ କହି |
------------------------------ -
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
------------------------------ --
Meaning in English
------------------------------ -
While buying a cow milk it and
While buying an ox feed it.
While buying mangoes taste one
and sweet words for winning one.
ଆଜିର ପ୍ରହେଲିକା
------------------------------
ଗାଈ କିଣିବା ଦୁହିଁ , ବଳଦ କିଣିବ ମୋହିଁ
ଆମ୍ବ କିଣିବ ଖାଇ, ଦନାଇ କିଣିବ କଅଁଲ ବଚନ କହି |
------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
------------------------------
Meaning in English
------------------------------
While buying a cow milk it and
While buying an ox feed it.
While buying mangoes taste one
and sweet words for winning one.
Sunday, April 28, 2013
Saturday, April 27, 2013
Thursday, April 25, 2013
MARTYRS watching .......
LATE MY COUNTRY BLOW THE BEGUILE OF WAR AGAINST ANY INCURSION ...
MARTYRS watching .......
(in cellular Jail)
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
MARTYRS watching .......
(in cellular Jail)
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !
ମନ୍ତର
ଆଜିର ପ୍ରହେଲିକା
--------------------------------------------
କଦଲୀ ମନ୍ତର ସଜ ଗୁଆ ଘିଅ
ପିଠା କୁ ମନ୍ତର ଜୁଆଣୀ
ପଣସ ମନ୍ତର ପାଚିଲା କଦଲୀ
ମୁରୁଖ ମନ୍ତର କହୁଣୀ |
--------------------------------------------
କଦଲୀ ମନ୍ତର ସଜ ଗୁଆ ଘିଅ
ପିଠା କୁ ମନ୍ତର ଜୁଆଣୀ
ପଣସ ମନ୍ତର ପାଚିଲା କଦଲୀ
ମୁରୁଖ ମନ୍ତର କହୁଣୀ |
----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
Wednesday, April 24, 2013
ପରିଗୁଣ
ଆଜିର ଢଗ
---------------
ଗାଁ ପରିଗୁଣ ଧୋବା ତୁଠରୁ ଦିଶେ---------------
ବନ୍ଧୁ ପରିଗୁଣ ଦୁରୁ ଦେଖି ଯେ ହସେ |
ପୁଅ ପରିଗୁଣ ମା ବାପ କୁ ଯେ ପୋଶେ
ପ୍ରଭୁ ପରିଗୁଣ ମଧୁର ବଚନ ଭାସେ |
----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
Tuesday, April 23, 2013
ଅଣଖୁଆ
ଆଜିର ଢଗ
---------------
ଅଣଖୁଆ କାହିଁ ଆଖୁ ହୋଇବକି
ବଣଭୁଆ ହେବ ବାଘ ?
କଣ ଭୁଆସୁଣୀ ସଭାରେ ବସିବ
ଛଣ ଗୁଂଡି ହେବ ଶାଗ ?

ଅଣବାହୁଡା
ଆଜିର ଢଗ
---------------
ଅଣବାହୁଡା ରୁକୁଣ| ରଥ
ଅଣବାହୁଡା ଶର
ଅଣବାହୁଡା ତୁଣ୍ଡ୍ ର କଥା
ଅଣବାହୁଡା ଝର |

Sunday, April 21, 2013
hetu nasha
Odia kahabat ...
ଆଜିର ଢଗ
---------------
ଅଶୀ ବରଷରେ ହେତୁ ନାଶ ଜାଏ
କଶୀ ନାଶ ଜାଏ କୁହୁଡି ପାତେ |
ବସି ଖାଈଲେ ଧନ ନାଶ ଜାଏ
ଅସ୍ତ୍ରନାଶ ଜାଏ ହତୁ ଦିହାତେ |
----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
ଆଜିର ଢଗ
---------------
ଅଶୀ ବରଷରେ ହେତୁ ନାଶ ଜାଏ
କଶୀ ନାଶ ଜାଏ କୁହୁଡି ପାତେ |
ବସି ଖାଈଲେ ଧନ ନାଶ ଜାଏ
ଅସ୍ତ୍ରନାଶ ଜାଏ ହତୁ ଦିହାତେ |
----------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
Saturday, April 20, 2013
Standing High!
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! Jay JAGANNATH!
Standing high straight , touch the sky ...
All the limits and alluring these trees defy.
SUBHAM BHABATU! Jay JAGANNATH!
Standing high straight , touch the sky ...
All the limits and alluring these trees defy.
Friday, April 19, 2013
ଅମିନ
An Odia say in a couplet ...
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
ଅମିନ ଅଈଲେ ହଜାର
ରହିଲେ ମଝି ଖଂଜାର
ଖାଇଲେ ବଡ଼ ମଜାର
ବୁଲିଲେ ଯାଇ ବଜାର
ପାଲି ପକାଇଲେ ସୁଜାର
ଶେଷ ବେଳକୁ କହିଗଲେ -
ଜେଝା ଜମି ଜେଝାର |
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ
ଅମିନ ଅଈଲେ ହଜାର
ରହିଲେ ମଝି ଖଂଜାର
ଖାଇଲେ ବଡ଼ ମଜାର
ବୁଲିଲେ ଯାଇ ବଜାର
ପାଲି ପକାଇଲେ ସୁଜାର
ଶେଷ ବେଳକୁ କହିଗଲେ -
ଜେଝା ଜମି ଜେଝାର |
ସୁଆଦ ... Taste
ଅଂଲା ଖାଇଲେ ପାଟି ସୁଆଦ
ମହୁକୁ ଚାଟି, ଖାଇଲେ ସୁଆଦ
ଗର୍ଭ ହୋଇଲେ ମାଟି ସୁଆଦ
ଫୁଟି ପାଚୀ ଫାଟି ଗଲେ ସୁଆଦ
ଦନାଈ ପାଟିକୁ ନାମ ସୁଆଦ
ମହୁକୁ ଚାଟି, ଖାଇଲେ ସୁଆଦ
ଗର୍ଭ ହୋଇଲେ ମାଟି ସୁଆଦ
ଫୁଟି ପାଚୀ ଫାଟି ଗଲେ ସୁଆଦ
ଦନାଈ ପାଟିକୁ ନାମ ସୁଆଦ
Wednesday, April 17, 2013
Maska
ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! Jay JAGANNATH!
Let the life dance without masks ..... !!!
SUBHAM BHABATU! Jay JAGANNATH!
Let the life dance without masks ..... !!!
Friday, April 5, 2013
Tuesday, April 2, 2013
Wish
SUPRABHATAM!
Wish to sit here far from hustles and bustles
To watch you for myriad of meanings .
You remain untold
You are amazing in manifold.
Little flower I'm with drop of honey
For you, for you
You are my bee divine.

Subscribe to:
Posts (Atom)