Wednesday, March 19, 2014

!!! ରଂଗ ଖେଳ !!!

!!! ରଂଗ ଖେଳ !!!

ଆସ ରଂଗ ମାଖିଦେବି ତୁମ ସର୍ବାଂଗ ଶରୀର
ଆପଦୁଁ ମସ୍ତକ. ଛୁଇଁଜୀବି ପ୍ରତି ଲୋମକୂପ
ଶୋଷିନେବି ପୁଂଜିଭୂତ ଯେତେ ମନସ୍ତାପ
ଆସ ରଂଗ ମାଖିଦେବି ଆପଦୁଁ ମସ୍ତକ !

2 comments:

Anonymous said...

Ati sundar.

Anonymous said...

mora kichhi odiaa re lekhibaaku ichhathile bi paaruni....machine aau manisa ra ei ta prabheda...khoob sundar.