Thursday, March 20, 2014

!!! କୋଳଟିଏ ଲୋଡା !!!

କୋଳଟିଏ ମିଳିବତ, ଯେଉଁଠି
ମୁଣ୍ଡଥୋଇ ନିଶ୍ବାସ ନିଅନ୍ତି
ହଜାଇ ସବୁ କ୍ଳାନ୍ତି ଓ ଅଶାନ୍ତି
ଯାହାସବୁ କୁଢ କୁଢ ଥୁଆ ମୋ ପଛରେ
ଅତିକ୍ରମ କରିଥିବା ରାସ୍ତାର ମୋଡରେ !
( ଆଉ ପାଂଚ ପଦ ଅଛି ଲେଖା ୧୪/୩/୧୪)
-------------------------------------
Is there a lap to rest and breathe a long
Emptying all exhaustion and worries
Heaped here and there
On cross roads I passed by ?
(Has another 5 stanzas, written on 14th March 14)

 ---------------------------------------------

3 comments:

Anonymous said...

MAA.

Anonymous said...

nice

Anonymous said...

Sundar bhavna