Friday, May 3, 2013

ବିସମ ପାଁଚଟି


ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
ବାଛୁରୀ ଜନମ ଜଟି
ବାତ ଧରା କଟି
ଖଣ୍ଟ୍ ସାହି ପାଖ ଚଟି
ବାଇ ଡଂକ ଲାଟି
ଘର ପାଖ ମଦ ଖଟି
ବୋଲେ ଦନାଇ ବିସମ ପାଁଚଟି 
------------------------------
  Disastrous when ...

A calf is born with jati  (a muscle growth on back)
A rheumatic waist 
a house near thieves dens
a creeper that itches
and a pub near a house
  
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

No comments: