Sunday, May 5, 2013

ଛାଡି


ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
ଦଶ କାମ ଛାଡି   ଗାଧୋଇ ପଡିବ
ଶହେ କମ ଛାଡି   ଦେବଟି  ଖାଇ
ହଜାରେ ଛାଡିବ ପର ଉପକାରେ
ଲକ୍ଷେ ଛାଡି ହରି ନାମକୁ ଗାଇ |

English: Take bath in time even if you are occupied with works.
Leave hundred works to eat in time and put all your works aside to
help others. And leave everything to pray Mahaprabhu Sri Jagannath!
------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

No comments: