Thursday, May 9, 2013

ଅନର୍ଥ

ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
ଅର୍ଥ ଧର୍ମ ମୋକ୍ଷ ନକରେ ଆଶା 
ଅର୍ଥ ନଜାଣି ଯେ ବୋଲଇ ଭାଷା 
ଅର୍ଥଲାଭ ଆଶେ ନୀଚ ସେବଇ 
ଅନର୍ଥ ବୋଲିଣ ଦନାଇ କହି |

English: It's troublesome when
One does not look for dharma, artha o mokshya
(Wealth, spirituality and nirvana )
One speaks now knowing its meaning
And indulged in unethical practice for wealth.
------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

No comments: