Wednesday, May 8, 2013

ଅନର୍ଥ

ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
ଅର୍ଥହୀନ ଯେବେ ହୁଅଇ ଲୋକ
ଅର୍ଥ ଥାଇ ଯେବେ ନ ବଢେ ଟେକ
ଅର୍ଥ ଯାଣି ତୁଣ୍ଡ ଫିଟଇ ନାହିଁ
ଅର୍ଥାଗ୍ରାହୀ ଯେବେ ସନ୍ୟାସୀ ହୋଇ
ଅନର୍ଥ ବୋଲିଣ ଦନାଇ କହି |
English: It is troublesome when:
a man talks pointless,
a wealthy fails to make good use of wealth,
a man doesn't speak of at needs
and a monk becomes fond of wealth.
------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

No comments: