Thursday, May 2, 2013

Match

ଆଜିର ଢଗ
Odia Sayings .... Need Odia font to read .... Request an English Version Any Pl???.
------------------------------
ବାଂକ ସିଝୁ ପହିକୀ
ଖୁରୁଡ ନଡିଆ ଖଇକି 
ପଖାଲ ଭାତ ଦହିକି 
ବଡ ବଳଦ ମଇକି
କାଗଜି ପତର ଅଇକି 
ଚୁଂଗୁଡି ଶୁଖୁଆ ପୋଇକି
ଦନାଇ ବଚନ ଛଇକି |
------------------------------
ଅଇକି (ବାନ୍ତି)
ମଇକି (ବିଲ କାଦୁଅ ସମତୁଲ କରିବା ପାଇଁ ମଇ ଦିଆ ଯାଏ,
ଧାନ ରୋଇବା ପୁର୍ବରୁ )
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

No comments: