Monday, May 6, 2013

ଚିତ୍ତକୁ ପାଇଯାଏ

ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
କଦଲୀ ପତର ସଭାକୁ
ଚମ୍ପା ନଗେସ୍ବର ଗଭାକୁ
ନିକ-ଚାଉଲ ଭାତକୁ  (ନିକ କଣ ?)
କଲା କେନ୍ଦୁ ବାଡି ହାତକୁ
କୋଚିଲାଖାଇ ବାତକୁ
ଖରାଦିନ ରାତି ଯାତକୁ
ସରସ ବୋଲିଣ କହଇ ଦନାଇ
ପାଇଯାଏ ତାର ଚିତ୍ତକୁ !
The things  appreciable are :
Use of banana leaves for Community eating
Decorating hair with Champa and Nagaswar flowers
Walking stick by Kendu wood (Kendu is a kind of tree)
Kochialkhai for rheumatism
Open air Opera in summer nights
And they win over hearts ..    
------------------------------

From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

No comments: